ମୋ’ ମାତା ମୋତେ ଏହା ଦେଖାଇବା ପାଇଁ କହିଲେ କି ପାଠ୍ୟ ବାର୍ତ୍ତା କିପରି ପ୍ରେରଣ କରାଯାଏ ।
ମୁଁ ବୁଝିବା ପରେ ମଧ୍ୟ ତାଙ୍କୁ ଭ୍ରମିତ ହେବାର ଦେଖି,
ମୁଁ ତାଙ୍କ ଉପରେ ଚିତ୍କାର କରିବାକୁ ଲାଗିଲି ଆଉ ଏପରି କଥା କହିବାକୁ ଲାଗିଲି
ଯାହାଫଳରେ ତାଙ୍କ ଭାବନାକୁ ଆଘାତ ପହଞ୍ଚି ପାରିଥାଆନ୍ତା ।
“କାହିଁକି ମୁଁ ତାଙ୍କ ଉପରେ ପାଟିକଲି?”
ଯେତେବେଳେ ମୁଁ ଅନୁତାପ କରୁଥିଲି, ଏକ ପାଠ୍ୟ ବାର୍ତ୍ତା ଆସିଲା ।
୧୧୯ ବୁନଡାଙ୍ଗ-ଗୁ, ସାଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, କୋରିଆ
ଫୋନ ୦୩୧-୭୩୮-୫୯୯୯ ଫେକ୍ସ ୦୩୧-୭୩୮-୫୯୯୮
ପ୍ରଧାନ କାର୍ଯ୍ୟାଳୟ: ୫୦, ସୁନେ-ରୋ (ସୁନେ-ଡ଼ଙ୍ଗ୍), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ୍-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ମୁଖ୍ୟ ଚର୍ଚ୍ଚ: ୩୫, ପାଙ୍ଗୋଷ୍ଟେସନ-ଆରୋ (୫୨୬, ବାଣ୍ଡଙ୍ଗ୍-ଡ଼ଙ୍ଗ), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ⓒ ଚର୍ଚ୍ଚ ଅଫ୍ ଗଡ୍ ବିଶ୍ୱ ମିଶନ ସଂସ୍ଥା । ସର୍ବାଧିକାର ସୁରକ୍ଷିତ । ବ୍ୟକ୍ତିଗତ ବାର୍ତ୍ତାର ଉପଯୋଗ କରିବାର ନୀତି