ଯଦିଓ ଆମେ ଦୁନିଆରେ ସଫଳତା ପାଇବା ପାଇଁ ଦୃଢ଼ ଇଚ୍ଛାଶକ୍ତି ସହିତ ଆରମ୍ଭ କରିଥାଉ, ଆମେ ଅନେକ ସମୟରେ ବିଫଳ ହୋଇଥାଉ ।
ତଥାପି, ସ୍ୱର୍ଗରାଜ୍ୟର ସୁସମାଚାର କେବେହେଲେ ବିଫଳ ହୁଏ ନାହିଁ କାରଣ ପରମେଶ୍ୱର ତାହା ସୃଷ୍ଟି କରି ତାହାକୁ ପୂର୍ଣ୍ଣ କରନ୍ତି ।
ଏହିପରି, ଚର୍ଚ୍ଚ ଅଫ୍ ଗଡ୍ ର ସଦସ୍ୟମାନେ ନିଷ୍ଠାର ସହିତ ସ୍ୱର୍ଗରାଜ୍ୟର ସୁସମାଚାରର ବିହନ ରୋପଣ ଓ ଜଳ ସେଚନ କରନ୍ତି ।
ଫଳସ୍ୱରୂପ, ଯେପରି ଏକ ସେଓ ବିହନ ଅଗଣିତ ଫଳ ଦେଇଥାଏ, ସେହିପରି ଅନେକ ଆତ୍ମା ହିମାଳୟ, ଆଲାସ୍କା ଏବଂ ଆମାଜନ ଜଙ୍ଗଲରୁ ଖ୍ରୀଷ୍ଟ ଆନ୍ ସାଙ୍ଗ୍ ହୋଙ୍ଗ୍ ଏବଂ ମାତା ପରମେଶ୍ୱରଙ୍କ ନିକଟକୁ ଆସୁଛନ୍ତି ।
୧୧୯ ବୁନଡାଙ୍ଗ-ଗୁ, ସାଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, କୋରିଆ
ଫୋନ ୦୩୧-୭୩୮-୫୯୯୯ ଫେକ୍ସ ୦୩୧-୭୩୮-୫୯୯୮
ପ୍ରଧାନ କାର୍ଯ୍ୟାଳୟ: ୫୦, ସୁନେ-ରୋ (ସୁନେ-ଡ଼ଙ୍ଗ୍), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ୍-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ମୁଖ୍ୟ ଚର୍ଚ୍ଚ: ୩୫, ପାଙ୍ଗୋଷ୍ଟେସନ-ଆରୋ (୫୨୬, ବାଣ୍ଡଙ୍ଗ୍-ଡ଼ଙ୍ଗ), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ⓒ ଚର୍ଚ୍ଚ ଅଫ୍ ଗଡ୍ ବିଶ୍ୱ ମିଶନ ସଂସ୍ଥା । ସର୍ବାଧିକାର ସୁରକ୍ଷିତ । ବ୍ୟକ୍ତିଗତ ବାର୍ତ୍ତାର ଉପଯୋଗ କରିବାର ନୀତି