କାରଣ କରୋନା ଭାଇରସ୍ ମହାମାରୀ ଦୀର୍ଘ ଦିନ ଧରି ରହିଆସିଥିବାରୁ ଅନେକ ଲୋକ ଡିପ୍ରେସନର ଶିକାର ହେଉଛନ୍ତି
ଏବଂ ଏକୁଟିଆ ଅନୁଭବ କରୁଛନ୍ତି । ଯେତେବେଳେ ଆପଣ ଏକୁଟିଆ ରୁହନ୍ତି ଏବଂ ଏକୁଟିଆ ଅନୁଭବ କରନ୍ତି, ତେବେ ଆପଣ ଗୋଟିଏ କଥା ମନେ ରଖିବାର ଆବଶ୍ୟକତା ଅଛି; ଯଦିଓ ଏପରି ଲାଗେ ଯେ ଆପଣ ଏକୁଟିଆ କଷ୍ଟ ଦେଇ ଗତି କରୁଛନ୍ତି, ଯଦି ଆପଣ ପଛକୁ ଚାହିଁ ଦେଖିବେ, ତେବେ ଆପଣ ଦେଖିବେ ଯେ ଏପରି କିଛି ଲୋକ ଅଛନ୍ତି ଯେଉଁମାନେ ଚୁପଚାପ୍ ଆପଣଙ୍କୁ ଉତ୍ସାହିତ କରୁଛନ୍ତି ।
ଯେଉଁମାନେ ଆଜି ଏକୁଟିଆ କୌଣସି ସ୍ଥାନରେ କଠିନ ସମୟ ଦେଇ ଗତି କରୁଛନ୍ତି ସେମାନଙ୍କୁ ଆମ୍ଭେ ସାନ୍ତ୍ୱନା ଏବଂ ଉତ୍ସାହ ପ୍ରଦାନ କରୁଅଛୁ ।
୧୧୯ ବୁନଡାଙ୍ଗ-ଗୁ, ସାଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, କୋରିଆ
ଫୋନ ୦୩୧-୭୩୮-୫୯୯୯ ଫେକ୍ସ ୦୩୧-୭୩୮-୫୯୯୮
ପ୍ରଧାନ କାର୍ଯ୍ୟାଳୟ: ୫୦, ସୁନେ-ରୋ (ସୁନେ-ଡ଼ଙ୍ଗ୍), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ୍-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ମୁଖ୍ୟ ଚର୍ଚ୍ଚ: ୩୫, ପାଙ୍ଗୋଷ୍ଟେସନ-ଆରୋ (୫୨୬, ବାଣ୍ଡଙ୍ଗ୍-ଡ଼ଙ୍ଗ), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ⓒ ଚର୍ଚ୍ଚ ଅଫ୍ ଗଡ୍ ବିଶ୍ୱ ମିଶନ ସଂସ୍ଥା । ସର୍ବାଧିକାର ସୁରକ୍ଷିତ । ବ୍ୟକ୍ତିଗତ ବାର୍ତ୍ତାର ଉପଯୋଗ କରିବାର ନୀତି