ବାଇବଲରେ ଲିଖିତ ଇତିହାସ ମାଧ୍ୟମରେ ଆମେ ନିଶ୍ଚିତ କରିପାରିବା ଯେ ଯେକୌଣସି ଯୁଗରେ ଏବଂ ଯେକୌଣସି ସ୍ଥାନରେ, ଯେଉଁମାନେ ପରମେଶ୍ୱରଙ୍କ ବାକ୍ୟ ଅନୁଯାୟୀ ଜୀବନଯାପନ କରନ୍ତି ସେମାନଙ୍କ ଉପରେ ଆଶୀର୍ବାଦ ଆସିଥାଏ, ଯେତେବେଳେକି ଦୁର୍ଭାଗ୍ୟ ସେମାନଙ୍କ ଉପରେ ଆସିଥାଏ ଯେଉଁମାନେ ପରମେଶ୍ୱରଙ୍କ ବାକ୍ୟ ଅନୁଯାୟୀ ଜୀବନଯାପନ କରିବାରେ ବିଫଳ ହୁଅନ୍ତି, ଯଦିଓ ସେମାନଙ୍କର ସ୍ଥିତି ଯେତେ ଗୌରବମୟ ହେଉନା କାହିଁକି ।
ଏହା ଅନୁଭବ କରୁଥାଇ ଯେ ପୃଥିବୀ ଏକ ଏପରି ଜଗତ ଅଟେ ଯାହା ପରମେଶ୍ୱରଙ୍କ ବାକ୍ୟ ଅନୁଯାୟୀ ପୂର୍ଣ୍ଣ ହୋଇଥାଏ କାରଣ ଏହା ପରମେଶ୍ୱରଙ୍କ ବାକ୍ୟ ଦ୍ୱାରା ସୃଷ୍ଟି ହୋଇଥିଲା, ଚର୍ଚ୍ଚ ଅଫ୍ ଗଡ୍ ର ସଦସ୍ୟମାନେ ସର୍ବଦା ପରମେଶ୍ୱରଙ୍କ ବାକ୍ୟ ଅନୁଯାୟୀ ଆନନ୍ଦ ଏବଂ କୃତଜ୍ଞତାର ଜୀବନ ଅତିବାହିତ କରନ୍ତି ।
୧୧୯ ବୁନଡାଙ୍ଗ-ଗୁ, ସାଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, କୋରିଆ
ଫୋନ ୦୩୧-୭୩୮-୫୯୯୯ ଫେକ୍ସ ୦୩୧-୭୩୮-୫୯୯୮
ପ୍ରଧାନ କାର୍ଯ୍ୟାଳୟ: ୫୦, ସୁନେ-ରୋ (ସୁନେ-ଡ଼ଙ୍ଗ୍), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ୍-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ମୁଖ୍ୟ ଚର୍ଚ୍ଚ: ୩୫, ପାଙ୍ଗୋଷ୍ଟେସନ-ଆରୋ (୫୨୬, ବାଣ୍ଡଙ୍ଗ୍-ଡ଼ଙ୍ଗ), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ⓒ ଚର୍ଚ୍ଚ ଅଫ୍ ଗଡ୍ ବିଶ୍ୱ ମିଶନ ସଂସ୍ଥା । ସର୍ବାଧିକାର ସୁରକ୍ଷିତ । ବ୍ୟକ୍ତିଗତ ବାର୍ତ୍ତାର ଉପଯୋଗ କରିବାର ନୀତି