ଯେପରି ଯୀଶୁ ପ୍ରଭୁଙ୍କ ପ୍ରାର୍ଥନା ମାଧ୍ୟମରେ ପ୍ରକାଶ କରିଛନ୍ତି ଯେ ପରମେଶ୍ୱର “ଆମ୍ଭମାନଙ୍କ ପିତା” ଅଟନ୍ତି,
ସେହିଭଳି ସେ ମାନବଜାତିଙ୍କୁ ପ୍ରକାଶ କରିଛନ୍ତି ଯେ ଆମ୍ଭକୁ ମାତା ପରମେଶ୍ୱର ଉପରେ ବିଶ୍ୱାସ କରିବାକୁ ହେବ ।
ଏହା ଆମ୍ଭ ପାଇଁ ପରମେଶ୍ବରଙ୍କ ଇଚ୍ଛା ।
ଅସଂଖ୍ୟ ଲୋକଙ୍କ ମଧ୍ୟରେ ଯେଉଁମାନେ ଆଜି ପରମେଶ୍ୱରଙ୍କ ଉପରେ ବିଶ୍ୱାସ କରିବାକୁ ଦାବି କରନ୍ତି, ଏମିତି ଲୋକ ଅଟନ୍ତି ଯେଉଁମାନେ କେବଳ ପିତା ପରମେଶ୍ୱରଙ୍କ ଉପରେ ବିଶ୍ୱାସ କରନ୍ତି, ଯେଉଁମାନେ ପିତା ପରମେଶ୍ୱର କିମ୍ବା ମାତା ପରମେଶ୍ୱରଙ୍କ ଉପରେ ବିଶ୍ୱାସ କରନ୍ତି ନାହିଁ, ଏବଂ ଯେଉଁମାନେ ଚର୍ଚ୍ଚ ଅଫ୍ ଗଡ୍ ରେ ସମ୍ପୂର୍ଣ୍ଣ ଭାବରେ ପିତା ପରମେଶ୍ୱର ଓ ମାତା ପରମେଶ୍ୱରଙ୍କ ଉପରେ ବିଶ୍ୱାସ କରନ୍ତି ।
୧୧୯ ବୁନଡାଙ୍ଗ-ଗୁ, ସାଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, କୋରିଆ
ଫୋନ ୦୩୧-୭୩୮-୫୯୯୯ ଫେକ୍ସ ୦୩୧-୭୩୮-୫୯୯୮
ପ୍ରଧାନ କାର୍ଯ୍ୟାଳୟ: ୫୦, ସୁନେ-ରୋ (ସୁନେ-ଡ଼ଙ୍ଗ୍), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ୍-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ମୁଖ୍ୟ ଚର୍ଚ୍ଚ: ୩୫, ପାଙ୍ଗୋଷ୍ଟେସନ-ଆରୋ (୫୨୬, ବାଣ୍ଡଙ୍ଗ୍-ଡ଼ଙ୍ଗ), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ⓒ ଚର୍ଚ୍ଚ ଅଫ୍ ଗଡ୍ ବିଶ୍ୱ ମିଶନ ସଂସ୍ଥା । ସର୍ବାଧିକାର ସୁରକ୍ଷିତ । ବ୍ୟକ୍ତିଗତ ବାର୍ତ୍ତାର ଉପଯୋଗ କରିବାର ନୀତି