ଅବ୍ରହାମଙ୍କ ପରିବାରର ଇତିହାସରେ, ସାରା ମାତା ପରମେଶ୍ୱଙ୍କୁ ସମ୍ଭନ୍ଧିତ କରେ ।
ଯେତେବେଳେ ପରମେଶ୍ୱର କହିଲେ, “ସାରା ତୁମ୍ଭକୁ ଯାହା କହୁଅଛି, ତାହାର ସେହି କଥାରେ ମନୋଯୋଗ କର,”
ତେବେ ତାହାଙ୍କ କହିବାର ଅର୍ଥ କି ମାତା ପରମେଶ୍ୱର ଯାହା କିଛି ମଧ୍ୟ ଶିକ୍ଷା କରନ୍ତି,
ତାହା ପଥ ଅଟେ ଯାହା ଉପରେ ଆମ୍ଭକୁ ଆଶୀର୍ବାଦ ପ୍ରାପ୍ତ କରିବା ପାଇଁ ଚାଲିବା ଉଚିତ୍ ।
ପୁରାତନ ନିୟମର ବ୍ୟବସ୍ଥା ମାନବ ଜାତିକୁ ପ୍ରଥମ ଆଗମନ ଖ୍ରୀଷ୍ଟଙ୍କ ପର୍ଯ୍ୟନ୍ତ
ପହଞ୍ଚାଇବାର ଭୂମିକା ପ୍ରଦର୍ଶନ କଲା, ଏବଂ ନୂତନ ନିୟମର ବ୍ୟବସ୍ଥା ମାନବଜାତିକୁ
ପରିତ୍ରାଣ ପ୍ରାପ୍ତ କରିବାର ପଥ ଏବଂ ସ୍ୱର୍ଗର ପଥ ଶିଖାଉଥାଇ
ନୂତନ ଯିରୂଶାଲମ ସ୍ୱର୍ଗୀୟ ମାତାଙ୍କ ପର୍ଯ୍ୟନ୍ତ ପହଞ୍ଚିବାର ଭୂମିକା ପ୍ରଦର୍ଶନ କରେ ।
୧୧୯ ବୁନଡାଙ୍ଗ-ଗୁ, ସାଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, କୋରିଆ
ଫୋନ ୦୩୧-୭୩୮-୫୯୯୯ ଫେକ୍ସ ୦୩୧-୭୩୮-୫୯୯୮
ପ୍ରଧାନ କାର୍ଯ୍ୟାଳୟ: ୫୦, ସୁନେ-ରୋ (ସୁନେ-ଡ଼ଙ୍ଗ୍), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ୍-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ମୁଖ୍ୟ ଚର୍ଚ୍ଚ: ୩୫, ପାଙ୍ଗୋଷ୍ଟେସନ-ଆରୋ (୫୨୬, ବାଣ୍ଡଙ୍ଗ୍-ଡ଼ଙ୍ଗ), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ⓒ ଚର୍ଚ୍ଚ ଅଫ୍ ଗଡ୍ ବିଶ୍ୱ ମିଶନ ସଂସ୍ଥା । ସର୍ବାଧିକାର ସୁରକ୍ଷିତ । ବ୍ୟକ୍ତିଗତ ବାର୍ତ୍ତାର ଉପଯୋଗ କରିବାର ନୀତି