ଯେପରି ପରମେଶ୍ୱର କହିଛନ୍ତି, “ପ୍ରଚାରକ ବିନା ସେମାନେ କିପରି ବିଶ୍ୱାସ କରିବେ?” ପରମେଶ୍ୱର ଆଜିର ସାଧୁମାନଙ୍କୁ ସୁସମାଚାରର ବିହନ ବୁଣିବାର ଦାୟିତ୍ୱ ଦେଇଛନ୍ତି। ଯେପରି ପରମେଶ୍ୱର ଯିରୀହୋ ନଗରକୁ ଧ୍ୱଂସ କଲେ ଏବଂ ସୂଫସାଗରକୁ ବିଭାଗ କଲେ, ସେହିପରି ଯଦି ଆମ୍ଭେମାନେ ବିଶ୍ୱାସର ସହିତ ଖ୍ରୀଷ୍ଟ ଆନ୍ ସାଙ୍ଗ୍ ହୋଙ୍ଗ୍ ଏବଂ ମାତା ପରମେଶ୍ୱରଙ୍କ ଦ୍ୱାରା ପ୍ରଦତ୍ତ ପରିତ୍ରାଣକୁ ପ୍ରଚାର କରିବା, ତେବେ ପରମେଶ୍ୱର ସର୍ବଦା ଆମ୍ଭମାନଙ୍କୁ ସାହାଯ୍ୟ କରିବେ ଯାହା ଦ୍ୱାରା ଆମ୍ଭେମାନେ ବୁଣାଯାଇଥିବା ସୁସମାଚାରର ବିହନକୁ ଆନନ୍ଦରେ ଅମଳ କରିପାରିବା।
୧୧୯ ବୁନଡାଙ୍ଗ-ଗୁ, ସାଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, କୋରିଆ
ଫୋନ ୦୩୧-୭୩୮-୫୯୯୯ ଫେକ୍ସ ୦୩୧-୭୩୮-୫୯୯୮
ପ୍ରଧାନ କାର୍ଯ୍ୟାଳୟ: ୫୦, ସୁନେ-ରୋ (ସୁନେ-ଡ଼ଙ୍ଗ୍), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ୍-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ମୁଖ୍ୟ ଚର୍ଚ୍ଚ: ୩୫, ପାଙ୍ଗୋଷ୍ଟେସନ-ଆରୋ (୫୨୬, ବାଣ୍ଡଙ୍ଗ୍-ଡ଼ଙ୍ଗ), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ⓒ ଚର୍ଚ୍ଚ ଅଫ୍ ଗଡ୍ ବିଶ୍ୱ ମିଶନ ସଂସ୍ଥା । ସର୍ବାଧିକାର ସୁରକ୍ଷିତ । ବ୍ୟକ୍ତିଗତ ବାର୍ତ୍ତାର ଉପଯୋଗ କରିବାର ନୀତି