୨,୦୦୦ ବର୍ଷ ପୂର୍ବେ ମାନବଜାତିକୁ ପରିତ୍ରାଣ ଦେବା ପାଇଁ ଯେବେ ପରମେଶ୍ବର ଏହି ଜଗତକୁ ଆସିଥିଲେ, ସେ ଲୋକମାନଙ୍କ ଆଶା ଅନୁସାରେ ତେଜଶ୍ୱୀ ରୂପେ ଆସି ନଥିଲେ । ଏହି କାରଣରୁ, ଅନେକ ଯିହୁଦୀ ଯୀଶୁଙ୍କ ତିରସ୍କାର କଲେ ଯେ ଦୀନ ରୂପରେ ଆସିଲେ ଏବଂ ତାଙ୍କୁ କ୍ରୁଶରେ ବିଦ୍ଧ କଲେ ।
ଏହି ଯୁଗରେ ମଧ୍ୟ, ଖ୍ରୀଷ୍ଟ ଆନ୍ ସାଙ୍ଗ୍ ହୋଙ୍ଗ୍ ଓ ସ୍ୱର୍ଗୀୟ ମାତା, ମାନବଜାତିକୁ ଉଦ୍ଧାର କରିବାକୁ ଆସିଲେ, ଆମ୍ଭକୁ କହୁଛନ୍ତି ଯେ ତାହାଙ୍କ ଶାରୀରିକ ରୂପକୁ ଦେଖିବା ପରିବର୍ତ୍ତେ ତାହାଙ୍କ କାର୍ଯ୍ୟକୁ ଆତ୍ମିକ ଆଖିରେ ଦେଖିବା ଉଚିତ୍ । ସେମାନେ ଆମ୍ଭକୁ ଏହା ମଧ୍ୟ କୁହନ୍ତି, “ଆଉ, ଯେ କେହି ମୋ’ଠାରେ ବିଘ୍ନର କାରଣ ନ ପାଏ, ସେ ଧନ୍ୟ ।”
୧୧୯ ବୁନଡାଙ୍ଗ-ଗୁ, ସାଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, କୋରିଆ
ଫୋନ ୦୩୧-୭୩୮-୫୯୯୯ ଫେକ୍ସ ୦୩୧-୭୩୮-୫୯୯୮
ପ୍ରଧାନ କାର୍ଯ୍ୟାଳୟ: ୫୦, ସୁନେ-ରୋ (ସୁନେ-ଡ଼ଙ୍ଗ୍), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ୍-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ମୁଖ୍ୟ ଚର୍ଚ୍ଚ: ୩୫, ପାଙ୍ଗୋଷ୍ଟେସନ-ଆରୋ (୫୨୬, ବାଣ୍ଡଙ୍ଗ୍-ଡ଼ଙ୍ଗ), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ⓒ ଚର୍ଚ୍ଚ ଅଫ୍ ଗଡ୍ ବିଶ୍ୱ ମିଶନ ସଂସ୍ଥା । ସର୍ବାଧିକାର ସୁରକ୍ଷିତ । ବ୍ୟକ୍ତିଗତ ବାର୍ତ୍ତାର ଉପଯୋଗ କରିବାର ନୀତି