ଶୟତାନ, ଯେ ପରମେଶ୍ବରଙ୍କ ବିରୁଦ୍ଧ କଥା କହିଥାଏ, ସାଧୁମାନଙ୍କ ବିରୁଦ୍ଧରେ ୟୁଦ୍ଧ କରି ସମାନଙ୍କୁ ପରାସ୍ତ କଲା ।
ଫଳସ୍ୱରୂପ, ୧,୬୦୦ ବର୍ଷରୁ ଅଧିକ ସମୟ ଧରି, ସେମାନେ ଏହି ସତ୍ୟକୁ ଭୁଲିଯାଇଥିଲେ ଯେ ବିଶ୍ରାମଦିନ ଶନିବାର ଏବଂ ଏପରିକି ନିସ୍ତାରପର୍ବ ଅଛି ଯାହା ପରମେଶ୍ୱରଙ୍କ ବିଶେଷ ଅନୁଗ୍ରହ ଧାରଣ କରେ ।
ଯେହେତୁ ଖ୍ରୀଷ୍ଟ ଆନ୍ ସାଙ୍ଗ୍ ହୋଙ୍ଗ୍ ଏହି ପୃଥିବୀକୁ ଆସିଥିଲେ ଏବଂ ହଜିଯାଇଥିବା ସତ୍ୟକୁ ପୁନଃସ୍ଥାପିତ କଲେ, ତେଣୁ ଆମେ, ସ୍ୱାଧିନତା କାର୍ଯ୍ୟକର୍ତ୍ତାମାନଙ୍କ ପରି, ସ୍ୱର୍ଗୀୟ ସ୍ୱାଧୀନତା ପାଇଁ ସମସ୍ତ ସର୍ବଜାତିକୁ ନୂତନ ନିୟମର ସତ୍ୟ, ତିନି ଥରକେ ସାତଟି ପର୍ବର ସତ୍ୟତା ପ୍ରଚାର କରିବା ଉଚିତ୍ ।
୧୧୯ ବୁନଡାଙ୍ଗ-ଗୁ, ସାଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, କୋରିଆ
ଫୋନ ୦୩୧-୭୩୮-୫୯୯୯ ଫେକ୍ସ ୦୩୧-୭୩୮-୫୯୯୮
ପ୍ରଧାନ କାର୍ଯ୍ୟାଳୟ: ୫୦, ସୁନେ-ରୋ (ସୁନେ-ଡ଼ଙ୍ଗ୍), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ୍-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ମୁଖ୍ୟ ଚର୍ଚ୍ଚ: ୩୫, ପାଙ୍ଗୋଷ୍ଟେସନ-ଆରୋ (୫୨୬, ବାଣ୍ଡଙ୍ଗ୍-ଡ଼ଙ୍ଗ), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ⓒ ଚର୍ଚ୍ଚ ଅଫ୍ ଗଡ୍ ବିଶ୍ୱ ମିଶନ ସଂସ୍ଥା । ସର୍ବାଧିକାର ସୁରକ୍ଷିତ । ବ୍ୟକ୍ତିଗତ ବାର୍ତ୍ତାର ଉପଯୋଗ କରିବାର ନୀତି