ଏହି ଯୁଗରେ, ଯେଉଁଠାରେ ଯିଶାଇୟଙ୍କ ଦ୍ୱାରା ଭବିଷ୍ୟବାଣୀ କରାଯାଇଥିବା ଅନ୍ଧକାର ଦେଶକୁ ଓ ଘୋର ଅନ୍ଧକାର ସମସ୍ତ ଲୋକଙ୍କୁ ଆଚ୍ଛାଦିତ କରୁଛି, ଯିରୂଶାଲମର ଆଲୋକ ହେଉଛି ସେହି ଭବିଷ୍ୟବାଣୀର ଆଲୋକ ଯାହା ଅନ୍ଧକାରକୁ ଦୂର କରେ ଏବଂ ସତ୍ୟକୁ ମିଥ୍ୟାରୁ ପୃଥକ କରେ।
ଭବିଷ୍ୟବାଣୀ ଅନୁସାରେ, ଯେହେତୁ ସ୍ୱର୍ଗୀୟ ଯିରୂଶାଲମ ମାତାଙ୍କ ଗୌରବମୟ ଆଲୋକ ସମଗ୍ର ବିଶ୍ୱରେ ଦ୍ରୁତ ଗତିରେ ବିସ୍ତାର ହେଉଛି, ପରମେଶ୍ୱରଙ୍କ ଚର୍ଚ୍ଚ ମଧ୍ୟ ଏହି ବାକ୍ୟ ପୂରଣ କରୁଛି, “କ୍ଷୁଦ୍ର ଜଣକ ଏକ ବଳବାନ ଗୋଷ୍ଠୀ ହେବ।”
୧୧୯ ବୁନଡାଙ୍ଗ-ଗୁ, ସାଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, କୋରିଆ
ଫୋନ ୦୩୧-୭୩୮-୫୯୯୯ ଫେକ୍ସ ୦୩୧-୭୩୮-୫୯୯୮
ପ୍ରଧାନ କାର୍ଯ୍ୟାଳୟ: ୫୦, ସୁନେ-ରୋ (ସୁନେ-ଡ଼ଙ୍ଗ୍), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ୍-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ମୁଖ୍ୟ ଚର୍ଚ୍ଚ: ୩୫, ପାଙ୍ଗୋଷ୍ଟେସନ-ଆରୋ (୫୨୬, ବାଣ୍ଡଙ୍ଗ୍-ଡ଼ଙ୍ଗ), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ⓒ ଚର୍ଚ୍ଚ ଅଫ୍ ଗଡ୍ ବିଶ୍ୱ ମିଶନ ସଂସ୍ଥା । ସର୍ବାଧିକାର ସୁରକ୍ଷିତ । ବ୍ୟକ୍ତିଗତ ବାର୍ତ୍ତାର ଉପଯୋଗ କରିବାର ନୀତି