ରୋମୀୟ ୧୨ ରେ ଯେପରି ଲେଖା ହୋଇଅଛି, “ଯେପରି ଏକ ଶରୀରରେ ଆମ୍ଭମାନଙ୍କର ଅନେକ ଅଙ୍ଗ-ପ୍ରତ୍ୟଙ୍ଗ ଅଛି, କିନ୍ତୁ ସମସ୍ତ ଅଙ୍ଗପ୍ରତ୍ୟଙ୍ଗର କାର୍ଯ୍ୟ ଏକପ୍ରକାର ନୁହେଁ,” ପରମେଶ୍ୱର ଆମ ପ୍ରତ୍ୟେକଙ୍କୁ ଏକ ଭିନ୍ନ କାର୍ଯ୍ୟ ଦେଇଛନ୍ତି ।
ଚର୍ଚ୍ଚ ଅଫ୍ ଗଡ୍ ରେ, ଯାହା ପରମେଶ୍ୱରଙ୍କ ଦ୍ୱାରା ସ୍ଥାପିତ କରାଯାଇଅଛି, ସମସ୍ତ ସଦସ୍ୟମାନେ ଆନ୍ତରିକତାର ସହିତ ସେମାନଙ୍କର ମିଶନଗୁଡିକୁ ସମ୍ପନ୍ନ କରନ୍ତି ଯେପରିକି ଭବିଷ୍ୟଦ୍ବାଣୀ କରିବା ଏବଂ ସ୍ନେହପୂର୍ଣ୍ଣ ହୃଦୟରେ ଶିକ୍ଷା ଦେବା । ଏହା କରିବା ଦ୍ୱାରା, ସେମାନେ ସିୟୋନର ପଥକୁ ସିଧା ପିତା ଖ୍ରୀଷ୍ଟ, ଆନ୍ ସାଙ୍ଗ୍ ହୋଙ୍ଗ୍ ଏବଂ ମାତା ପରମେଶ୍ୱର ଆଡକୁ କରିପାରିବେ ।
୧୧୯ ବୁନଡାଙ୍ଗ-ଗୁ, ସାଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, କୋରିଆ
ଫୋନ ୦୩୧-୭୩୮-୫୯୯୯ ଫେକ୍ସ ୦୩୧-୭୩୮-୫୯୯୮
ପ୍ରଧାନ କାର୍ଯ୍ୟାଳୟ: ୫୦, ସୁନେ-ରୋ (ସୁନେ-ଡ଼ଙ୍ଗ୍), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ୍-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ମୁଖ୍ୟ ଚର୍ଚ୍ଚ: ୩୫, ପାଙ୍ଗୋଷ୍ଟେସନ-ଆରୋ (୫୨୬, ବାଣ୍ଡଙ୍ଗ୍-ଡ଼ଙ୍ଗ), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ⓒ ଚର୍ଚ୍ଚ ଅଫ୍ ଗଡ୍ ବିଶ୍ୱ ମିଶନ ସଂସ୍ଥା । ସର୍ବାଧିକାର ସୁରକ୍ଷିତ । ବ୍ୟକ୍ତିଗତ ବାର୍ତ୍ତାର ଉପଯୋଗ କରିବାର ନୀତି