ଜଗତରେ ଅନେକ ଲୋକ ଓ ମଣ୍ଡଳୀ ପରମେଶ୍ୱରଙ୍କୁ ବିଶ୍ୱାସ କରନ୍ତି, କିନ୍ତୁ ପରିତ୍ରାଣ ଥିବା ଏକମାତ୍ର ସତ୍ୟ ମଣ୍ଡଳୀ ହେଉଛି ଚର୍ଚ୍ଚ ଅଫ୍ ଗଡ୍, ଯିଏ ପରମେଶ୍ୱରଙ୍କ ପ୍ରତିଜ୍ଞାନୁସାରେ ନୂତନ ନିୟମର ନିସ୍ତାରପର୍ବ ପାଳନ କରେ। “କେବଳ ଯେଉଁମାନେ ଏକମାତ୍ର ଅନନ୍ତ ସତ୍ତା ପରମେଶ୍ୱରଙ୍କ ମାଂସ ଭୋଜନ କରନ୍ତି ଓ ରକ୍ତ ପାନ କରନ୍ତି, ସେମାନେ ହିଁ ଅନନ୍ତ ଜୀବନ ପାଆନ୍ତି।” ବାଇବଲର ଭବିଷ୍ୟଦ୍ବକ୍ତାମାନଙ୍କ ଅନେକ ଲେଖା ଏବଂ ଖ୍ରୀଷ୍ଟ ଆନ୍ ସାଙ୍ଗ୍ ହୋଙ୍ଗ୍ ଓ ମାତା ପରମେଶ୍ୱରଙ୍କ ଶିକ୍ଷା ଅନୁସାରେ, ମାନବଜାତି ଯୁଗର ଶେଷ ପର୍ଯ୍ୟନ୍ତ ଜୀବନର ସତ୍ୟ, ନୂତନ ନିୟମର ନିସ୍ତାର ପର୍ବ ପାଳନ କରିବା ଉଚିତ୍।
୧୧୯ ବୁନଡାଙ୍ଗ-ଗୁ, ସାଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, କୋରିଆ
ଫୋନ ୦୩୧-୭୩୮-୫୯୯୯ ଫେକ୍ସ ୦୩୧-୭୩୮-୫୯୯୮
ପ୍ରଧାନ କାର୍ଯ୍ୟାଳୟ: ୫୦, ସୁନେ-ରୋ (ସୁନେ-ଡ଼ଙ୍ଗ୍), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ୍-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ମୁଖ୍ୟ ଚର୍ଚ୍ଚ: ୩୫, ପାଙ୍ଗୋଷ୍ଟେସନ-ଆରୋ (୫୨୬, ବାଣ୍ଡଙ୍ଗ୍-ଡ଼ଙ୍ଗ), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ⓒ ଚର୍ଚ୍ଚ ଅଫ୍ ଗଡ୍ ବିଶ୍ୱ ମିଶନ ସଂସ୍ଥା । ସର୍ବାଧିକାର ସୁରକ୍ଷିତ । ବ୍ୟକ୍ତିଗତ ବାର୍ତ୍ତାର ଉପଯୋଗ କରିବାର ନୀତି