ବାଇବଲ ସାକ୍ଷୀ ଦେଇଥାଏ ଯେ ଖ୍ରୀଷ୍ଟଙ୍କୁ ଜାଣିବା ପରମେଶ୍ୱରଙ୍କ ରହସ୍ୟକୁ ଜାଣିବା ଅଟେ ।
ଦୁଇ ହଜାର ବର୍ଷ ପୂର୍ବେ, ଯିହୂଦୀମାନେ ଯୀଶୁଙ୍କୁ ଚିହ୍ନିବାରେ ବିଫଳ ହେଲେ ଯିଏକି ଏପରି ଏକ ରୂପରେ ଆସିଥିଲେ ଯାହା ସେମାନଙ୍କ ଆଶା ଠାରୁ ଭିନ୍ନ ଥିଲା, ଏବଂ ସେମାନେ ଗମ୍ଭୀର ପାପ କଲେ- ସେମାନେ ତାହାଙ୍କର ତିରସ୍କାର କଲେ, ତାହାଙ୍କୁ ପରିହାସ କଲେ ଏବଂ ତାହାଙ୍କୁ କ୍ରୁଶରେ ଚଢ଼ାଇଦେଲେ ।
ଆଜି ମଧ୍ୟ, ଯଦି ଆମ୍ଭେମାନେ ଆମ୍ଭମାନଙ୍କର ନିଜସ୍ୱ ସ୍ଥିର ଧାରଣାକୁ ବାଇବଲ ଠାରୁ ଆଗରେ ରଖିବା, ତେବେ ଆମ୍ଭେମାନେ କେବେ ମଧ୍ୟ ଖ୍ରୀଷ୍ଟ ଆନ୍ ସାଙ୍ଗ୍ ହୋଙ୍ଗ୍ ଏବଂ ମାତା ପରମେଶ୍ୱରଙ୍କୁ ଚିହ୍ନି ପାରିବା ନାହିଁ ଯିଏକି ଆତ୍ମା ଏବଂ କନ୍ୟା ଭାବରେ ଆସିଅଛନ୍ତି ।
୧୧୯ ବୁନଡାଙ୍ଗ-ଗୁ, ସାଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, କୋରିଆ
ଫୋନ ୦୩୧-୭୩୮-୫୯୯୯ ଫେକ୍ସ ୦୩୧-୭୩୮-୫୯୯୮
ପ୍ରଧାନ କାର୍ଯ୍ୟାଳୟ: ୫୦, ସୁନେ-ରୋ (ସୁନେ-ଡ଼ଙ୍ଗ୍), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ୍-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ମୁଖ୍ୟ ଚର୍ଚ୍ଚ: ୩୫, ପାଙ୍ଗୋଷ୍ଟେସନ-ଆରୋ (୫୨୬, ବାଣ୍ଡଙ୍ଗ୍-ଡ଼ଙ୍ଗ), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ⓒ ଚର୍ଚ୍ଚ ଅଫ୍ ଗଡ୍ ବିଶ୍ୱ ମିଶନ ସଂସ୍ଥା । ସର୍ବାଧିକାର ସୁରକ୍ଷିତ । ବ୍ୟକ୍ତିଗତ ବାର୍ତ୍ତାର ଉପଯୋଗ କରିବାର ନୀତି