୩,୫୦୦ ବର୍ଷ ପୂର୍ବେ, ଇସ୍ରାଏଲୀୟମାନେ ସେମାନଙ୍କ ଉଦ୍ଧାର କରିବାର
ପରମେଶ୍ୱରଙ୍କ ଅନୁଗ୍ରହ ପାଇଁ ଧନ୍ୟବାଦ ଦେଲେ ନାହିଁ ।
ଏହା ପରିବର୍ତ୍ତେ, ଶେଷରେ ସେମାନେ ସମସ୍ତେ ଅଭିଯୋଗ କରି ମଲେ ।
ଏହି ଇତିହାସ ଆମ୍ଭେ ସ୍ୱର୍ଗରାଜ୍ୟ ଆଡ଼କୁ ଚାଲୁଥିବା ଲୋକମାନଙ୍କ ପାଇଁ ଏକ ଶିକ୍ଷା ।
ଆମ୍ଭେ କେବଳ ନିଜର ଯତ୍ନ ନେଇ ଫଳ ଆଣିପାରିବା ନାହିଁ ।
ଯେମିତି ପିତା ଆନ୍ ସାଙ୍ଗ୍ ହୋଙ୍ଗ୍ ଏବଂ ସ୍ୱର୍ଗୀୟ ମାତା
ଅନ୍ୟମାନଙ୍କ ଅଗ୍ରଗତି ପାଇଁ, କ୍ରୁଶର ପଥରେ ଚାଲିଲେ,
ସେମିତି, ଯେତେବେଳେ ଆମ୍ଭେ ଏହି ପଥରେ ଚାଲିବା, ତେବେ ପ୍ରକୃତ ଖୁସି ପାଇପାରିବା ।
୧୧୯ ବୁନଡାଙ୍ଗ-ଗୁ, ସାଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, କୋରିଆ
ଫୋନ ୦୩୧-୭୩୮-୫୯୯୯ ଫେକ୍ସ ୦୩୧-୭୩୮-୫୯୯୮
ପ୍ରଧାନ କାର୍ଯ୍ୟାଳୟ: ୫୦, ସୁନେ-ରୋ (ସୁନେ-ଡ଼ଙ୍ଗ୍), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ୍-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ମୁଖ୍ୟ ଚର୍ଚ୍ଚ: ୩୫, ପାଙ୍ଗୋଷ୍ଟେସନ-ଆରୋ (୫୨୬, ବାଣ୍ଡଙ୍ଗ୍-ଡ଼ଙ୍ଗ), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ⓒ ଚର୍ଚ୍ଚ ଅଫ୍ ଗଡ୍ ବିଶ୍ୱ ମିଶନ ସଂସ୍ଥା । ସର୍ବାଧିକାର ସୁରକ୍ଷିତ । ବ୍ୟକ୍ତିଗତ ବାର୍ତ୍ତାର ଉପଯୋଗ କରିବାର ନୀତି