ଆପଣଙ୍କୁ କ’ଣ ଲାଗୁଛି ଯେ ବାଇବଲ କେଉଁ ପ୍ରକାରର ପୁସ୍ତକ?
ଆପଣଙ୍କୁ କ’ଣ ଲାଗୁଛି ଯେ ଏହା କାଳ୍ପନିକ ଉପନ୍ୟାସ ବା ପୁରାଣ କଥା?
ହଜାର ହଜାର ବର୍ଷ ପୂର୍ବେ ବାଇବଲ ଲେଖାଯାଇଥିଲା ଏବଂ ଅନେକ ଲୋକ ଏହାକୁ ପଢ଼ିଛନ୍ତି । ଏହା ଏକ ଭବିଷ୍ୟବାଣୀର ପୁସ୍ତକ ।
ବାଇବଲର ଭବିଷ୍ୟବାଣୀରେ ଅତୀତ, ବର୍ତ୍ତମାନ ଏବଂ ଭବିଷ୍ୟତର ବିଷୟବସ୍ତୁ ଅନ୍ତର୍ଭୁକ୍ତ ।
ତେବେ, କ’ଣ ସେହି ଭବିଷ୍ୟବାଣୀଗୁଡ଼ିକ ପୂରଣ ହୋଇଅଛି?
ଯଦି ଏପର୍ଯ୍ୟନ୍ତ ଭବିଷ୍ୟବାଣୀଗୁଡ଼ିକ ପୂରଣ ହୋଇଅଛି, ତେବେ ଭବିଷ୍ୟତ ବିଷୟରେ ଭବିଷ୍ୟବାଣୀ ମଧ୍ୟ ନିଶ୍ଚିତ ଭାବରେ ପୂରଣ ହେବ ।
ଏବଂ ସେହି ଭବିଷ୍ୟବାଣୀଗୁଡ଼ିକ ଆପଣଙ୍କ ଜୀବନ ସହିତ ସିଧାସଳଖ ଜଡିତ ହୋଇପାରେ ।
କ’ଣ ବାଇବଲର ଭବିଷ୍ୟବାଣୀଗୁଡ଼ିକ ପ୍ରକୃତରେ ପୂରଣ ହୋଇଅଛି?
୧୧୯ ବୁନଡାଙ୍ଗ-ଗୁ, ସାଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, କୋରିଆ
ଫୋନ ୦୩୧-୭୩୮-୫୯୯୯ ଫେକ୍ସ ୦୩୧-୭୩୮-୫୯୯୮
ପ୍ରଧାନ କାର୍ଯ୍ୟାଳୟ: ୫୦, ସୁନେ-ରୋ (ସୁନେ-ଡ଼ଙ୍ଗ୍), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ୍-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ମୁଖ୍ୟ ଚର୍ଚ୍ଚ: ୩୫, ପାଙ୍ଗୋଷ୍ଟେସନ-ଆରୋ (୫୨୬, ବାଣ୍ଡଙ୍ଗ୍-ଡ଼ଙ୍ଗ), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ⓒ ଚର୍ଚ୍ଚ ଅଫ୍ ଗଡ୍ ବିଶ୍ୱ ମିଶନ ସଂସ୍ଥା । ସର୍ବାଧିକାର ସୁରକ୍ଷିତ । ବ୍ୟକ୍ତିଗତ ବାର୍ତ୍ତାର ଉପଯୋଗ କରିବାର ନୀତି