ଯେତେବେଳେ ଆମ୍ଭେ ଆପଣା ଆଖପାଖରେ ଦେଖିଥାଉ, ତେବେ ଆମ୍ଭେ ରାତ୍ରି ଆକାଶର ତାରାଗଣ ସାମନ ବହୁତ କ୍ରୁଶ ଦେଖିପାରିବା ।
କିନ୍ତୁ, ଏକ ବିଷୟ ଯାହା ଆମ୍ଭମାନଙ୍କ ଜାଣିବାର ଇଚ୍ଛାକୁ ଜାଗୃତ କରିଥାଏ, ତାହା ଏହା ଅଟେ କି ଯେଉଁ ପ୍ରକାର ବହୁତ ଅଧିକ କ୍ରୁଶ,
ସେହି ପ୍ରକାର ଅନେକ ସିଦ୍ଧାନ୍ତ ଏବଂ ସମ୍ପ୍ରଦାୟ ଅଛି ।
ବାଇବଲ ଏକ, ଆଉ ଯୀଶୁ ଗୋଟିଏ ସୁସମାଚାରର ପ୍ରଚାର କରିଥିଲେ ।
କିନ୍ତୁ, ବର୍ତ୍ତମାନ, ଯୀଶୁଙ୍କ ସମୟଠାରୁ ୨,୦୦୦ ବର୍ଷ ପରେ,
ଏତେ ଅଧିକ ସିଦ୍ଦାନ୍ତ ଏବଂ ସମ୍ପ୍ରଦାୟ କାହିଁକି ଅଛି?
ସେମାନେ ସମସ୍ତେ ଦାବୀ କରନ୍ତି କି ସେମାନେ ସତ୍ୟ ଅଟନ୍ତି,
ଯେତେବେଳେ କି ଅନ୍ୟମାନେ ସେମାନଙ୍କଠାରୁ ଭିନ୍ନ ହୁଅନ୍ତି ତେବେ ସେମାନେ ସେମାନଙ୍କୁ “ବିଧର୍ମୀ” କହନ୍ତି ।
ଯଦି ଆମ୍ଭେ ଯୀଶୁଙ୍କ ଉପରେ ଆପଣା ଉଦ୍ଧାରକର୍ତ୍ତା ରୂପେ ବିଶ୍ୱାସ କରିଥାଉ,
ତେବେ ସତ୍ୟକୁ ବିଧର୍ମରୁ ଭିନ୍ନ କରିବା ବହୁତ ଅଧିକ ଜରୁରୀ ଅଟେ
କାରଣ ଏହା ଆମ୍ଭମାନଙ୍କ ଉଦ୍ଧାର ସହିତ ନିକଟରୁ ସମ୍ବନ୍ଧିତ ଅଟେ ।
୨,୦୦୦ ବର୍ଷ ପୂର୍ବେ, ଯୀଶୁ ସୁସମାଚାରର ପ୍ରଚାର କଲେ,
ଆଉ ତାହାଙ୍କ ଶିଷ୍ୟମାନେ ତାହାର ପାଳନ କରୁଥିଲେ ।
ତେବେ, କେଉଁ ସୁସମାଚାର ସତ୍ୟ ଅଟେ?
୧୧୯ ବୁନଡାଙ୍ଗ-ଗୁ, ସାଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, କୋରିଆ
ଫୋନ ୦୩୧-୭୩୮-୫୯୯୯ ଫେକ୍ସ ୦୩୧-୭୩୮-୫୯୯୮
ପ୍ରଧାନ କାର୍ଯ୍ୟାଳୟ: ୫୦, ସୁନେ-ରୋ (ସୁନେ-ଡ଼ଙ୍ଗ୍), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ୍-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ମୁଖ୍ୟ ଚର୍ଚ୍ଚ: ୩୫, ପାଙ୍ଗୋଷ୍ଟେସନ-ଆରୋ (୫୨୬, ବାଣ୍ଡଙ୍ଗ୍-ଡ଼ଙ୍ଗ), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ⓒ ଚର୍ଚ୍ଚ ଅଫ୍ ଗଡ୍ ବିଶ୍ୱ ମିଶନ ସଂସ୍ଥା । ସର୍ବାଧିକାର ସୁରକ୍ଷିତ । ବ୍ୟକ୍ତିଗତ ବାର୍ତ୍ତାର ଉପଯୋଗ କରିବାର ନୀତି