ପୁତ୍ରଙ୍କ ଯୁଗରେ ଯୀଶୁ ଏବଂ ପବିତ୍ର ଆତ୍ମାଙ୍କ ଯୁଗରେ ଖ୍ରୀଷ୍ଟ ଆନ୍ ସାଙ୍ଗ୍ ହୋଙ୍ଗ୍, ଉଭୟ ଆମ୍ଭମାନଙ୍କୁ ଜୀବନ ଦେବା ପାଇଁ ଏହି ପୃଥିବୀକୁ ଆସିଥିଲେ। ଯେହେତୁ ପରମେଶ୍ୱର ପାପ ହେତୁ ଜୀବନ ହରାଇଥିବା ମାନବଜାତିକୁ ନୂତନ ନିୟମର ନିସ୍ତାର ପର୍ବ ପ୍ରଦାନ କଲେ, ଯାହା ଯୀଶୁଙ୍କ ମାଂସ ଭୋଜନ ଓ ରକ୍ତ ପାନ କରିବାର ଜୀବନଦାୟକ ଆତ୍ମାର ବ୍ୟବସ୍ଥା ଅଟେ, ତେଣୁ ସମଗ୍ର ବିଶ୍ୱରେ ଚର୍ଚ୍ଚ ଅଫ୍ ଗଡ୍ର ସଦସ୍ୟମାନେ ନିସ୍ତାର ପର୍ବକୁ ପବିତ୍ର ଭାବରେ ପାଳନ କରନ୍ତି।
୧୧୯ ବୁନଡାଙ୍ଗ-ଗୁ, ସାଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, କୋରିଆ
ଫୋନ ୦୩୧-୭୩୮-୫୯୯୯ ଫେକ୍ସ ୦୩୧-୭୩୮-୫୯୯୮
ପ୍ରଧାନ କାର୍ଯ୍ୟାଳୟ: ୫୦, ସୁନେ-ରୋ (ସୁନେ-ଡ଼ଙ୍ଗ୍), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ୍-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ମୁଖ୍ୟ ଚର୍ଚ୍ଚ: ୩୫, ପାଙ୍ଗୋଷ୍ଟେସନ-ଆରୋ (୫୨୬, ବାଣ୍ଡଙ୍ଗ୍-ଡ଼ଙ୍ଗ), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ⓒ ଚର୍ଚ୍ଚ ଅଫ୍ ଗଡ୍ ବିଶ୍ୱ ମିଶନ ସଂସ୍ଥା । ସର୍ବାଧିକାର ସୁରକ୍ଷିତ । ବ୍ୟକ୍ତିଗତ ବାର୍ତ୍ତାର ଉପଯୋଗ କରିବାର ନୀତି