ପୁରାତନ ନିୟମ ସମୟରେ, ଇସ୍ରାଏଲ୍ ଦେଶ ଦୁଇଟି ରାଜ୍ୟରେ ବିଭକ୍ତ ହେଲା: ଉତ୍ତର ଇସ୍ରାଏଲ ଏବଂ ଦକ୍ଷିଣ ଯିହୁଦା । ଉତ୍ତର ଇସ୍ରାଏଲର ରାଜା ଯାରବୀୟାମ ନିଜ ପସନ୍ଦର ଏକ ମାସରେ ଏକ ପର୍ବ ସ୍ଥାପନ କଲେ ଏବଂ ସୁବର୍ଣ୍ଣ ଗୋବତ୍ସ ନିର୍ମାଣ କଲେ ଯାହା ଦ୍ୱାରା ତାଙ୍କର ଲୋକମାନେ ଆରାଧନା କରିବା ପାଇଁ ଦକ୍ଷିଣ ଯିହୁଦାର ଯିରୂଶାଲମକୁ ନ ଯାଆନ୍ତୁ । ସେହିଭଳି, ଶୟତାନ ଖ୍ରୀଷ୍ଟମାସ, ସୂର୍ଯ୍ୟ-ଦେବତାଙ୍କର ଉତ୍ସବ ସ୍ଥାପନ କଲେ, ଯାହାଦ୍ୱାରା ପରମେଶ୍ୱରଙ୍କ ଲୋକମାନେ ନିସ୍ତାରପର୍ବକୁ ଚିହ୍ନି ନ ପାରନ୍ତୁ, ଯାହାକି ପରମେଶ୍ୱରଙ୍କ ପର୍ବ । କିନ୍ତୁ, ଚର୍ଚ୍ଚ ଅଫ୍ ଗଡ୍ ଖ୍ରୀଷ୍ଟ ଆନ୍ ସାଙ୍ଗ୍ ହୋଙ୍ଗ୍ ଙ୍କ ଶିକ୍ଷା ଅନୁଯାୟୀ ନୂତନ ନିୟମର ନିସ୍ତାରପର୍ବ ପାଳନ କରେ ।
୧୧୯ ବୁନଡାଙ୍ଗ-ଗୁ, ସାଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, କୋରିଆ
ଫୋନ ୦୩୧-୭୩୮-୫୯୯୯ ଫେକ୍ସ ୦୩୧-୭୩୮-୫୯୯୮
ପ୍ରଧାନ କାର୍ଯ୍ୟାଳୟ: ୫୦, ସୁନେ-ରୋ (ସୁନେ-ଡ଼ଙ୍ଗ୍), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ୍-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ମୁଖ୍ୟ ଚର୍ଚ୍ଚ: ୩୫, ପାଙ୍ଗୋଷ୍ଟେସନ-ଆରୋ (୫୨୬, ବାଣ୍ଡଙ୍ଗ୍-ଡ଼ଙ୍ଗ), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ⓒ ଚର୍ଚ୍ଚ ଅଫ୍ ଗଡ୍ ବିଶ୍ୱ ମିଶନ ସଂସ୍ଥା । ସର୍ବାଧିକାର ସୁରକ୍ଷିତ । ବ୍ୟକ୍ତିଗତ ବାର୍ତ୍ତାର ଉପଯୋଗ କରିବାର ନୀତି