ବାଇବଲର ରେକର୍ଡ ଆମ୍ଭମାନଙ୍କୁ ଦେଖାଇଥାଏ କି ଯୀଶୁଙ୍କ ଜନ୍ମ
ଗରମ ସମୟରେ ହୋଇଥିଲା ଯେତେବେଳେ ମେଷଗୁଡ଼ିକ ବାହାରେ ଚରୁଥିଲେ ।
୨୫ ଡ଼ିସେମ୍ବରକୁ ଯୀଶୁଙ୍କ ଜନ୍ମଦିନ ପାଳନ କରିବାର ରୀତି,
ଯାହା ଯୀଶୁଙ୍କ ଜନ୍ମର ସଠିକ୍ ଋତୁ ନୁହେଁ,
ସୂର୍ଯ୍ୟ-ଦେବତାର ରୋମନ ପର୍ବରୁ ଉତ୍ପନ୍ନ ହୋଇଅଛି ।
ଏହି ଋତୁକୁ ପ୍ରେରିତମାନଙ୍କ ଯୁଗ ପରେ ଚର୍ଚ୍ଚକୁ ଅଣାଯାଇଥିଲା ।
ଚର୍ଚ୍ଚ ଅଫ୍ ଗଡ୍ ଖ୍ରୀଷ୍ଟ ଆନ୍ ସାଙ୍ଗ୍ ହୋଙ୍ଗ୍ ଓ ମାତା ପରମେଶ୍ୱରଙ୍କ ଦ୍ୱାରା
ଦିଆଯାଇଥିବା ବାଇବଲର ଶିକ୍ଷାଗୁଡ଼ିକର ପାଳନ କରୁଥାଇ କ୍ରିସମସ,
୨୫ ଡ଼ିସେମ୍ବରକୁ ଯୀଶୁଙ୍କ ଜନ୍ମଦିନ ରୂପେ ପାଳନ କରେ ନାହିଁ ।
୧୧୯ ବୁନଡାଙ୍ଗ-ଗୁ, ସାଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, କୋରିଆ
ଫୋନ ୦୩୧-୭୩୮-୫୯୯୯ ଫେକ୍ସ ୦୩୧-୭୩୮-୫୯୯୮
ପ୍ରଧାନ କାର୍ଯ୍ୟାଳୟ: ୫୦, ସୁନେ-ରୋ (ସୁନେ-ଡ଼ଙ୍ଗ୍), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ୍-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ମୁଖ୍ୟ ଚର୍ଚ୍ଚ: ୩୫, ପାଙ୍ଗୋଷ୍ଟେସନ-ଆରୋ (୫୨୬, ବାଣ୍ଡଙ୍ଗ୍-ଡ଼ଙ୍ଗ), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ⓒ ଚର୍ଚ୍ଚ ଅଫ୍ ଗଡ୍ ବିଶ୍ୱ ମିଶନ ସଂସ୍ଥା । ସର୍ବାଧିକାର ସୁରକ୍ଷିତ । ବ୍ୟକ୍ତିଗତ ବାର୍ତ୍ତାର ଉପଯୋଗ କରିବାର ନୀତି