ଶୟତାନ ଦ୍ୱାରା ବୁଣାଯାଇଥିବା ମିଥ୍ୟାରୁ ସତ୍ୟକୁ ଚିହ୍ନିବା ପାଇଁ ଯାହା ପରମେଶ୍ୱର ପୃଥିବୀରେ ବୁଣିଲେ, ଆମ୍ଭକୁ ଏହି ବିଷୟ ପ୍ରତି ନିଶ୍ଚିତ କରିବା ଉଚିତ୍ କି ଆମ୍ଭେ ବିଶ୍ରାମ ଦିନକୁ ପରମେଶ୍ୱରଙ୍କ ଆରାଧନା କରିଥାଉ କିମ୍ବା ରବିବାର ଆରାଧନା କରିଥାଉ । ବାଇବଲରେ ବିଶ୍ରାମ ଦିନ, ଯାହାକି ସପ୍ତମ ଦିନ, କ୍ୟାଲେଣ୍ଡର ଏବଂ ଶବ୍ଦକୋଶ ଅନୁଯାୟୀ ଶନିବାର ଅଟେ ।
ଚର୍ଚ୍ଚ ଅଫ୍ ଗଡ୍ ର ସଦସ୍ୟ ପବିତ୍ର ଓ ଆଶୀର୍ବାଦ ଦିନ, ବିଶ୍ରାମ ଦିନ ପାଳନ କରନ୍ତି, ଯେଉଁମାନେ ସେହି ଶିକ୍ଷାର ପାଳନ କରୁଥାଇ ପ୍ରକୃତ ଆରାମ ଓ ଶାନ୍ତି ଦେଇଥାଏ, ଯାହା ଖ୍ରୀଷ୍ଟ ଆନ୍ ସାଙ୍ଗ୍ ହୋଙ୍ଗ୍ ଓ ମାତା ପରମେଶ୍ୱର ବାଇବଲ ମାଧ୍ୟମରେ ଶିକ୍ଷା ଦେଇଛନ୍ତି ।
୧୧୯ ବୁନଡାଙ୍ଗ-ଗୁ, ସାଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, କୋରିଆ
ଫୋନ ୦୩୧-୭୩୮-୫୯୯୯ ଫେକ୍ସ ୦୩୧-୭୩୮-୫୯୯୮
ପ୍ରଧାନ କାର୍ଯ୍ୟାଳୟ: ୫୦, ସୁନେ-ରୋ (ସୁନେ-ଡ଼ଙ୍ଗ୍), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ୍-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ମୁଖ୍ୟ ଚର୍ଚ୍ଚ: ୩୫, ପାଙ୍ଗୋଷ୍ଟେସନ-ଆରୋ (୫୨୬, ବାଣ୍ଡଙ୍ଗ୍-ଡ଼ଙ୍ଗ), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ⓒ ଚର୍ଚ୍ଚ ଅଫ୍ ଗଡ୍ ବିଶ୍ୱ ମିଶନ ସଂସ୍ଥା । ସର୍ବାଧିକାର ସୁରକ୍ଷିତ । ବ୍ୟକ୍ତିଗତ ବାର୍ତ୍ତାର ଉପଯୋଗ କରିବାର ନୀତି