ପରମେଶ୍ବର ସିୟୋନକୁ ଆପଣା ଅନନ୍ତକାଳୀନ ବାସସ୍ଥାନ କରିଅଛନ୍ତି ଏବଂ ସିୟୋନରେ ଅନନ୍ତ ଜୀବନର ଆଶୀର୍ବାଦ ପ୍ରଦାନ କରିଛନ୍ତି ।
ତେଣୁକରି, ପରମେଶ୍ୱରଙ୍କୁ ସାକ୍ଷାତ କରିବା ନିମନ୍ତେ ମାନବଜାତିକୁ ସିୟୋନକୁ ଯିବା ଉଚିତ୍, ଯାହା ପରମେଶ୍ୱରଙ୍କ ମନୋନୀତ ସ୍ଥାନ ଅଟେ ।
ତେବେ, ସିୟୋନକୁ ଖୋଜିବା ନିମନ୍ତେ, ମାନବଜାତିକୁ ସେହି ସ୍ଥାନକୁ ଯିବା ଉଚିତ୍ ଯେଉଁଠାରେ ପରମେଶ୍ୱରଙ୍କ ପର୍ବ ପାଳନ କରାଯାଏ ।
ଆଜି, କେବଳ ଚର୍ଚ୍ଚ ଅଫ୍ ଗଡ୍ ସମ୍ପୂର୍ଣ୍ଣ ଭାବରେ ପରମେଶ୍ୱରଙ୍କ ପର୍ବଗୁଡ଼ିକୁ ପାଳନ କରେ, ଯେପରିକି ବିଶ୍ରାମଦିନ ଏବଂ ନୂତନ ନିୟମର ନିସ୍ତାର ପର୍ବ ।
ଚର୍ଚ୍ଚ ଅଫ୍ ଗଡ୍ ରେ, ମାନବଜାତି ଖ୍ରୀଷ୍ଟ ଆନ୍ ସାଙ୍ଗ୍ ହୋଙ୍ଗ୍ ଏବଂ ମାତା ପରମେଶ୍ୱରଙ୍କୁ ସାକ୍ଷାତ କରିପାରିବେ ।
୧୧୯ ବୁନଡାଙ୍ଗ-ଗୁ, ସାଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, କୋରିଆ
ଫୋନ ୦୩୧-୭୩୮-୫୯୯୯ ଫେକ୍ସ ୦୩୧-୭୩୮-୫୯୯୮
ପ୍ରଧାନ କାର୍ଯ୍ୟାଳୟ: ୫୦, ସୁନେ-ରୋ (ସୁନେ-ଡ଼ଙ୍ଗ୍), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ୍-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ମୁଖ୍ୟ ଚର୍ଚ୍ଚ: ୩୫, ପାଙ୍ଗୋଷ୍ଟେସନ-ଆରୋ (୫୨୬, ବାଣ୍ଡଙ୍ଗ୍-ଡ଼ଙ୍ଗ), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ⓒ ଚର୍ଚ୍ଚ ଅଫ୍ ଗଡ୍ ବିଶ୍ୱ ମିଶନ ସଂସ୍ଥା । ସର୍ବାଧିକାର ସୁରକ୍ଷିତ । ବ୍ୟକ୍ତିଗତ ବାର୍ତ୍ତାର ଉପଯୋଗ କରିବାର ନୀତି