ଆଜି, ଅନେକ ଚର୍ଚ୍ଚ ରବିବାର ଦିନ ଆରାଧନା କରନ୍ତି, ଏବଂ ଚର୍ଚ୍ଚ ଅଫ୍ ଗଡ୍ ବିଶ୍ରାମ ଦିନ ଆରାଧନା କରିଥାଏ ।
କେଉଁ ଆରାଧନା ପରମେଶ୍ୱରଙ୍କୁ ସନ୍ତୁଷ୍ଟ କରେ?
ପରମେଶ୍ୱର କହିଛନ୍ତି ଯେ ବିଶ୍ରାମ ଦିନକୁ ଅପବିତ୍ର କରିବା ହେଉଛି କୁକର୍ମ କରିବା ଏବଂ ସେ ବିଶ୍ରାମ ଦିନକୁ ପରମେଶ୍ୱର ଏବଂ ତାଙ୍କ ଲୋକଙ୍କ ମଧ୍ୟରେ ଏକ ଚିହ୍ନ ଭାବରେ ନିଯୁକ୍ତ କରିଛନ୍ତି ।
ଆହୁରି ମଧ୍ୟ, ସୁସମାଚାର ପୁସ୍ତକ ଅନୁଯାୟୀ, ରବିବାର ଯେତେବେଳେ ଯୀଶୁ ପୁନରୁତ୍ଥିତ ହୋଇଥିଲେ ହେଉଛି ବିଶ୍ରାମ ଦିନର ପରଦିନ ।
ଏହି ଅଭିଲେଖଗୁଡ଼ିକ ଆମ୍ଭମାନଙ୍କୁ କହିଥାଏ ଯେ ବିଶ୍ରାମ ଦିନ ହେଉଛି ଶନିବାର ।
୧୧୯ ବୁନଡାଙ୍ଗ-ଗୁ, ସାଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, କୋରିଆ
ଫୋନ ୦୩୧-୭୩୮-୫୯୯୯ ଫେକ୍ସ ୦୩୧-୭୩୮-୫୯୯୮
ପ୍ରଧାନ କାର୍ଯ୍ୟାଳୟ: ୫୦, ସୁନେ-ରୋ (ସୁନେ-ଡ଼ଙ୍ଗ୍), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ୍-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ମୁଖ୍ୟ ଚର୍ଚ୍ଚ: ୩୫, ପାଙ୍ଗୋଷ୍ଟେସନ-ଆରୋ (୫୨୬, ବାଣ୍ଡଙ୍ଗ୍-ଡ଼ଙ୍ଗ), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ⓒ ଚର୍ଚ୍ଚ ଅଫ୍ ଗଡ୍ ବିଶ୍ୱ ମିଶନ ସଂସ୍ଥା । ସର୍ବାଧିକାର ସୁରକ୍ଷିତ । ବ୍ୟକ୍ତିଗତ ବାର୍ତ୍ତାର ଉପଯୋଗ କରିବାର ନୀତି