ଏକ ପଥର ଯାହାକୁ ସମସ୍ତ ପ୍ରକାର ପବନ ଏବଂ ବର୍ଷା ଦ୍ୱାରା କଟାଗଲା, ଶେଷରେ ଏକ ସୁନ୍ଦର ଆକାରରେ ପରିଣତ ହୋଇପାରେ । ସେହିଭଳି, ଚର୍ଚ୍ଚ ଅଫ୍ ଗଡ୍ ର ସଦସ୍ୟମାନେ ଧୈର୍ଯ୍ୟର ସହିତ ପରମେଶ୍ବରଙ୍କ ବାକ୍ୟ ପାଳନ କରନ୍ତି ଏବଂ ସେହି ଆଶୀର୍ବାଦର ଆଶା କରନ୍ତି ଯାହା ସେମାନଙ୍କୁ ପ୍ରାପ୍ତ ହେବ ।
ଯେତେବେଳେ ଆମ୍ଭେ ଖ୍ରୀଷ୍ଟ ଆନ୍ ସାଙ୍ଗ୍ ହୋଙ୍ଗ୍ ଏବଂ ମାତା ପରମେଶ୍ୱରଙ୍କ ବାକ୍ୟର ପାଳନ କରିଥାଉ, ଯିଏ ଏହି ପୃଥିବୀକୁ ଉଦ୍ଧାରକର୍ତ୍ତା ରୂପେ ଆସିଛନ୍ତି, ତେବେ ଆମ୍ଭେ ପ୍ରକାଶିତ ବାକ୍ୟର ପୁସ୍ତକରେ ପରମେଶ୍ବରଙ୍କ ପ୍ରତିଜ୍ଞାକୁ ପ୍ରାପ୍ତ କରିପାରିବା, “ତୁମ୍ଭେ ଆମ୍ଭର ଧୈର୍ଯ୍ୟର ବାକ୍ୟ ରକ୍ଷା କରିଅଛ, ତେଣୁ ଯେଉଁ ପରୀକ୍ଷାକାଳ ଆସିବ, ସେଥିରୁ ଆମ୍ଭେ ମଧ୍ୟ ତୁମ୍ଭକୁ ରକ୍ଷା କରିବୁ ।”
୧୧୯ ବୁନଡାଙ୍ଗ-ଗୁ, ସାଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, କୋରିଆ
ଫୋନ ୦୩୧-୭୩୮-୫୯୯୯ ଫେକ୍ସ ୦୩୧-୭୩୮-୫୯୯୮
ପ୍ରଧାନ କାର୍ଯ୍ୟାଳୟ: ୫୦, ସୁନେ-ରୋ (ସୁନେ-ଡ଼ଙ୍ଗ୍), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ୍-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ମୁଖ୍ୟ ଚର୍ଚ୍ଚ: ୩୫, ପାଙ୍ଗୋଷ୍ଟେସନ-ଆରୋ (୫୨୬, ବାଣ୍ଡଙ୍ଗ୍-ଡ଼ଙ୍ଗ), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ⓒ ଚର୍ଚ୍ଚ ଅଫ୍ ଗଡ୍ ବିଶ୍ୱ ମିଶନ ସଂସ୍ଥା । ସର୍ବାଧିକାର ସୁରକ୍ଷିତ । ବ୍ୟକ୍ତିଗତ ବାର୍ତ୍ତାର ଉପଯୋଗ କରିବାର ନୀତି