ବାଇବଲର ଶିକ୍ଷା ଠିକ୍ ଏହିପରି ଅଟେ: ପରମେଶ୍ୱର ଆମ୍ଭମାନଙ୍କୁ ପାପ କ୍ଷମା କରନ୍ତି, ଯେଉଁମାନେ ସ୍ୱର୍ଗରେ ପାପ କରି ଏହି ପୃଥିବୀକୁ ଆସିଥିଲୁ ଏବଂ ଅନନ୍ତକାଳ ପାଇଁ ମରିବାକୁ ନିର୍ଦ୍ଧାରିତ ଥିଲୁ, ଏବଂ ସେ ଆମ୍ଭମାନଙ୍କୁ ଅନନ୍ତ ଜୀବନର ପଥକୁ କଢ଼ାଇ ନିଅନ୍ତି। ଯେକେହି ମୃତ୍ୟୁରୁ ମୁକ୍ତ ହୋଇ ଅନନ୍ତ ଜୀବନ ପାଇବାକୁ ଚାହାଁନ୍ତି, ସେମାନେ ଜୀବନ ଦେବା ପାଇଁ ଏହି ପୃଥିବୀକୁ ଆସିଥିବା ଖ୍ରୀଷ୍ଟ ଆନ୍ ସାଙ୍ଗ୍ ହୋଙ୍ଗ୍ ଏବଂ ମାତା ପରମେଶ୍ୱରଙ୍କୁ ଚିହ୍ନିବା ଉଚିତ୍ ଏବଂ ତାହାଙ୍କ ଶିକ୍ଷାରେ ବିଶ୍ୱାସ କରିବା ଉଚିତ୍।
୧୧୯ ବୁନଡାଙ୍ଗ-ଗୁ, ସାଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, କୋରିଆ
ଫୋନ ୦୩୧-୭୩୮-୫୯୯୯ ଫେକ୍ସ ୦୩୧-୭୩୮-୫୯୯୮
ପ୍ରଧାନ କାର୍ଯ୍ୟାଳୟ: ୫୦, ସୁନେ-ରୋ (ସୁନେ-ଡ଼ଙ୍ଗ୍), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ୍-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ମୁଖ୍ୟ ଚର୍ଚ୍ଚ: ୩୫, ପାଙ୍ଗୋଷ୍ଟେସନ-ଆରୋ (୫୨୬, ବାଣ୍ଡଙ୍ଗ୍-ଡ଼ଙ୍ଗ), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ⓒ ଚର୍ଚ୍ଚ ଅଫ୍ ଗଡ୍ ବିଶ୍ୱ ମିଶନ ସଂସ୍ଥା । ସର୍ବାଧିକାର ସୁରକ୍ଷିତ । ବ୍ୟକ୍ତିଗତ ବାର୍ତ୍ତାର ଉପଯୋଗ କରିବାର ନୀତି