ଚର୍ଚ୍ଚ ଅଫ୍ ଗଡ୍ ର ସଦସ୍ୟମାନେ ପ୍ରଥମ ଚର୍ଚ୍ଚକୁ ଏକ ଉଦାହରଣ ଭାବରେ ଗ୍ରହଣ କରି, ଖ୍ରୀଷ୍ଟଙ୍କ ଶିକ୍ଷାକୁ ଅନୁସରଣ କରନ୍ତି। ଯେପରି ଯୀଶୁଙ୍କ ସହ ବିଶ୍ୱାସଘାତକତା କରିବା ପାଇଁ ଈଷ୍କରିୟୋଥ ଯିହୁଦାର ଦୁଷ୍ଟ ଚିନ୍ତାଧାରା ବିନାଶ ଆଣିଥିଲା, ଏବଂ ଖ୍ରୀଷ୍ଟଙ୍କ ପଥ ଅନୁସରଣ କରିବା ପାଇଁ ପ୍ରଥମ ଚର୍ଚ୍ଚର ଇଚ୍ଛା ସ୍ୱର୍ଗର ରାଜ୍ୟ ଆଡ଼କୁ ନେଇଯାଇଥିଲା, ସେହିପରି ଆଜି ମଧ୍ୟ ମାନବଜାତି ଉପରେ ଆସୁଥିବା ଉଭୟ ବିପର୍ଯ୍ୟୟ ଓ ଆଶୀର୍ବାଦ ଆମ୍ଭମାନଙ୍କ ଚିନ୍ତାଧାରାର ଫଳ ଅଟେ।
୧୧୯ ବୁନଡାଙ୍ଗ-ଗୁ, ସାଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, କୋରିଆ
ଫୋନ ୦୩୧-୭୩୮-୫୯୯୯ ଫେକ୍ସ ୦୩୧-୭୩୮-୫୯୯୮
ପ୍ରଧାନ କାର୍ଯ୍ୟାଳୟ: ୫୦, ସୁନେ-ରୋ (ସୁନେ-ଡ଼ଙ୍ଗ୍), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ୍-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ମୁଖ୍ୟ ଚର୍ଚ୍ଚ: ୩୫, ପାଙ୍ଗୋଷ୍ଟେସନ-ଆରୋ (୫୨୬, ବାଣ୍ଡଙ୍ଗ୍-ଡ଼ଙ୍ଗ), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ⓒ ଚର୍ଚ୍ଚ ଅଫ୍ ଗଡ୍ ବିଶ୍ୱ ମିଶନ ସଂସ୍ଥା । ସର୍ବାଧିକାର ସୁରକ୍ଷିତ । ବ୍ୟକ୍ତିଗତ ବାର୍ତ୍ତାର ଉପଯୋଗ କରିବାର ନୀତି