ବାଇବଲ ଅନୁଯାୟୀ, ଯୀଶୁ କହିଲେ ଯେ ଲାଜାର ନିଦ୍ରା ଯାଇଅଛନ୍ତି ଯେତେବେଳେ ସେ ମରିସାରିଥିଲେ । ଏଦନ ଉଦ୍ୟାନରେ, ପରମେଶ୍ୱର ଆଦମଙ୍କୁ ଏକ ଗଭୀର ନିଦ୍ରାରେ ପକାଇଲେ ଏବଂ ତା’ପରେ ହବାକୁ ସୃଷ୍ଟି କଲେ । ଏଦନ ଉଦ୍ୟାନରେ ଏହି ଅଭିଲେଖ ଏକ ଭବିଷ୍ୟଦ୍ବାଣୀ ଯେ, ଦ୍ୱିତୀୟ ଆଗମନ ଦାଉଦ, ଖ୍ରୀଷ୍ଟ ଆନ୍ ସାଙ୍ଗ୍ ହୋଙ୍ଗ୍, ଯାହାଙ୍କୁ ଆଦମଙ୍କ ଭାବରେ ଦର୍ଶାଯାଇଅଛି, ୩୭ ବର୍ଷର ସୁସମାଚାର ସେବା କାର୍ଯ୍ୟ ପରେ ତାଙ୍କର ନିଧନ ହେବା ପରେ ମାତା ପରମେଶ୍ୱର, ଯାହାଙ୍କୁ ହବାଙ୍କ ଭାବରେ ଦର୍ଶାଯାଇଅଛି, ପ୍ରକାଶ ହେବେ ଏବଂ ମାନବଜାତିକୁ ଉଦ୍ଧାର କରିବେ ।
(“ଦ୍ୱିତୀୟ ଆଗମନ ଯୀଶୁଙ୍କୁ ଦାଉଦଙ୍କ ଶାସନର ୩୭ ବର୍ଷ ପରେ ମରିଯିବା ଉଚିତ୍ ।” ସାପ୍ତାହିକ ଧର୍ମ ପତ୍ରିକା, ୧୯୮୧)
୧୧୯ ବୁନଡାଙ୍ଗ-ଗୁ, ସାଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, କୋରିଆ
ଫୋନ ୦୩୧-୭୩୮-୫୯୯୯ ଫେକ୍ସ ୦୩୧-୭୩୮-୫୯୯୮
ପ୍ରଧାନ କାର୍ଯ୍ୟାଳୟ: ୫୦, ସୁନେ-ରୋ (ସୁନେ-ଡ଼ଙ୍ଗ୍), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ୍-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ମୁଖ୍ୟ ଚର୍ଚ୍ଚ: ୩୫, ପାଙ୍ଗୋଷ୍ଟେସନ-ଆରୋ (୫୨୬, ବାଣ୍ଡଙ୍ଗ୍-ଡ଼ଙ୍ଗ), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ⓒ ଚର୍ଚ୍ଚ ଅଫ୍ ଗଡ୍ ବିଶ୍ୱ ମିଶନ ସଂସ୍ଥା । ସର୍ବାଧିକାର ସୁରକ୍ଷିତ । ବ୍ୟକ୍ତିଗତ ବାର୍ତ୍ତାର ଉପଯୋଗ କରିବାର ନୀତି