ଆମ୍ଭମାନଙ୍କୁ ସେହି ସମୟ ଜାଣିବାକୁ ଦେବା ନିମନ୍ତେ ସେ ପୁଣିଥରେ ପୃଥିବୀରେ କେବେ ଆସିବେ,
ଇସ୍ରାଏଲର ବିନାଶ ଓ ସ୍ୱାଧୀନତା ଦ୍ୱାରା ଯାହାର ତୁଳନା
ଡିମିରି ବୃକ୍ଷ ସହିତ କରାଯାଇଅଛି, ଯୀଶୁ ଆପଣା ଶିଷ୍ୟମାନଙ୍କୁ କହିଲେ
କି ସେମାନେ ଡିମିରି ବୃକ୍ଷରୁ ଦୃଷ୍ଟାନ୍ତ ଶିକ୍ଷା କରନ୍ତୁ ।
ଖ୍ରୀଷ୍ଟ ଆନ୍ ସାଙ୍ଗ୍ ହୋଙ୍ଗ୍ ଡିମିରି ବୃକ୍ଷର ଭବିଷ୍ୟବାଣୀ ସହିତ
ରାଜା ଦାଉଦଙ୍କ ଭବିଷ୍ୟବାଣୀକୁ ମଧ୍ୟ ପୂରା କଲେ । ସେ ଆମ୍ଭମାନଙ୍କୁ ସିୟୋନରେ,
ଯାହାକୁ ସେ ପିବିତ୍ର ଆତ୍ମାଙ୍କ ଯୁଗରେ ନୂତନ ନିୟମର ନିସ୍ତାର ପର୍ବ ଦ୍ୱାରା
ସ୍ଥାପିତ କଲେ, ମାତା ପରମେଶ୍ୱରଙ୍କ ବିଷୟରେ ମଧ୍ୟ ଜାଣିବାକୁ ଦେଲେ ।
ସେ ପରମେଶ୍ୱର ଅଟନ୍ତି ଯିଏ ଉଦ୍ଧାର କରିବେ ।
ଯେତେବେଳେ ତାହାର ଶାଖା ସରସ ହୋଇ ପଲ୍ଲବିତ ହୁଏ, ସେତେବେଳେ ଗ୍ରୀଷ୍ମକାଳ ସନ୍ନିକଟ ବୋଲି ତୁମ୍ଭେମାନେ ଜାଣିଥାଅ; ସେହିପରି ତୁମ୍ଭେମାନେ ମଧ୍ୟ ଏହିସମସ୍ତ ଦେଖିଲେ ସେ ଦ୍ଵାରର ସନ୍ନିକଟ, ଏହା ଜାଣ । ମାଥିଉ ୨୪:୩୨-୩୩
୧୧୯ ବୁନଡାଙ୍ଗ-ଗୁ, ସାଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, କୋରିଆ
ଫୋନ ୦୩୧-୭୩୮-୫୯୯୯ ଫେକ୍ସ ୦୩୧-୭୩୮-୫୯୯୮
ପ୍ରଧାନ କାର୍ଯ୍ୟାଳୟ: ୫୦, ସୁନେ-ରୋ (ସୁନେ-ଡ଼ଙ୍ଗ୍), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ୍-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ମୁଖ୍ୟ ଚର୍ଚ୍ଚ: ୩୫, ପାଙ୍ଗୋଷ୍ଟେସନ-ଆରୋ (୫୨୬, ବାଣ୍ଡଙ୍ଗ୍-ଡ଼ଙ୍ଗ), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ⓒ ଚର୍ଚ୍ଚ ଅଫ୍ ଗଡ୍ ବିଶ୍ୱ ମିଶନ ସଂସ୍ଥା । ସର୍ବାଧିକାର ସୁରକ୍ଷିତ । ବ୍ୟକ୍ତିଗତ ବାର୍ତ୍ତାର ଉପଯୋଗ କରିବାର ନୀତି