ବାଇବଲ ଏବଂ ଭବିଷ୍ଯଦ୍ବକ୍ତାମାନେ ଭବିଷ୍ଯଦବାଣୀ କରିଥିଲେ ଯେ ପରିତ୍ରାଣ କେବଳ ସିୟୋନରେ ହିଁ ଦିଆଯାଇପାରିବ ।
ପରମେଶ୍ୱର ତାହାଙ୍କ ମନୋନୀତ ସ୍ଥାନ ସିୟୋନରେ ବାସ କରୁଥିବା ଲୋକମାନଙ୍କୁ “ମନୋନୀତ ବଂଶ” କହିଅଛି ।
ସେ ସେମାନଙ୍କ ଉପରେ ଦୟା କଲେ ଏବଂ ସେମାନଙ୍କୁ ଭବିଷ୍ୟତରେ ରାଜକୀୟ ଯାଜକର ଆଶୀର୍ବାଦର ପ୍ରତିଜ୍ଞା କଲେ ।
ସିୟୋନ, ଯେଉଁଠାରେ ସ୍ବର୍ଗରାଜ୍ଯର ଆଶୀର୍ବାଦ ପ୍ରତିଜ୍ଞା କରାଯାଇଅଛି ଏବଂ ଯେଉଁଠାରେ ମନୋନୀତ ଲୋକମାନେ ଏକତ ହୁଅନ୍ତି, ସେହିଠାରେ ପରମେଶ୍ବରଙ୍କ ପର୍ବ ପାଳନ କରାଯାଏ ।
ଆଜି, ବିଶ୍ୱ ମିଶନ ସଂସ୍ଥା ଚର୍ଚ୍ଚ ଅଫ୍ ଗଡ୍ ହେଉଛି ଏକମାତ୍ର ସ୍ଥାନ ଯେଉଁଠାରେ ପରମେଶ୍ୱରଙ୍କ ପର୍ବ ପାଳନ କରାଯାଏ ।
୧୧୯ ବୁନଡାଙ୍ଗ-ଗୁ, ସାଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, କୋରିଆ
ଫୋନ ୦୩୧-୭୩୮-୫୯୯୯ ଫେକ୍ସ ୦୩୧-୭୩୮-୫୯୯୮
ପ୍ରଧାନ କାର୍ଯ୍ୟାଳୟ: ୫୦, ସୁନେ-ରୋ (ସୁନେ-ଡ଼ଙ୍ଗ୍), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ୍-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ମୁଖ୍ୟ ଚର୍ଚ୍ଚ: ୩୫, ପାଙ୍ଗୋଷ୍ଟେସନ-ଆରୋ (୫୨୬, ବାଣ୍ଡଙ୍ଗ୍-ଡ଼ଙ୍ଗ), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ⓒ ଚର୍ଚ୍ଚ ଅଫ୍ ଗଡ୍ ବିଶ୍ୱ ମିଶନ ସଂସ୍ଥା । ସର୍ବାଧିକାର ସୁରକ୍ଷିତ । ବ୍ୟକ୍ତିଗତ ବାର୍ତ୍ତାର ଉପଯୋଗ କରିବାର ନୀତି