ଦ୍ୱିତୀୟ ପ୍ରଶ୍ନ ଏହା ଅଟେ: “ଯେତେବେଳେ ପରମେଶ୍ୱର ଏଦନ ଉଦ୍ୟାନରେ ସଦସତ୍ ଜ୍ଞାନଦାୟକ ବୃକ୍ଷ ରୋପଣ କଲେ, ସେତେବେଳେ କ’ଣ ପରମେଶ୍ୱର ଏହା ଜାଣୁ ଥିଲେ କି ଆଦମ ଓ ହବା ଏହା ତୋଳି ଖାଇବେ, ଅବା ପୁଣି ସେ ଏହା ଜାଣି ନ ଥିଲେ?”
ଆମ୍ଭେ ଏହା କହି ପାରିବା ନାହିଁ ଯେ ସର୍ବଶକ୍ତିମାନ ପରମେଶ୍ୱର ଯିଏ ଶେଷ ବିଷୟ ପ୍ରାଚୀନ କାଳରୁ ଜଣାଇ ଆସୁଛନ୍ତି, ଏହା ଜାଣି ନ ଥିଲେ । (ଯିଶା ୪୬:୧୦) ଯଦି ପରମେଶ୍ୱର ପ୍ରଥମରୁ ଜାଣିଥିଲେ, ତେବେ ଏହା ନିଃସନ୍ଦେହ କି ସେ ଆଦମ ଓ ହବାଙ୍କୁ ପାପ କରାଇବାର ଯୋଜନା ପ୍ରସ୍ତୁତ କରିଥିବେ । ପରମେଶ୍ୱର ସେହି ସର୍ପକୁ ମଧ୍ୟ, ଯିଏ ହବାଙ୍କୁ ଭ୍ରମିତ କଲା, ପ୍ରସ୍ତୁତ କଲେ । (ଆଦି ୩:୧-୫) ଏହା ପରମେଶ୍ୱରଙ୍କ ଯୋଜନା ଥିଲା କି ସେହି ସର୍ପ ଦ୍ୱାରା ଆଦମ ଓ ହବା ଭ୍ରମିତ ହୁଅନ୍ତୁ ଓ ସଦସତ୍ ଜ୍ଞାନଦାୟକ ବୃକ୍ଷ ମଧ୍ୟରୁ ଭୋଜନ କରନ୍ତୁ ।
୧୧୯ ବୁନଡାଙ୍ଗ-ଗୁ, ସାଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, କୋରିଆ
ଫୋନ ୦୩୧-୭୩୮-୫୯୯୯ ଫେକ୍ସ ୦୩୧-୭୩୮-୫୯୯୮
ପ୍ରଧାନ କାର୍ଯ୍ୟାଳୟ: ୫୦, ସୁନେ-ରୋ (ସୁନେ-ଡ଼ଙ୍ଗ୍), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ୍-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ମୁଖ୍ୟ ଚର୍ଚ୍ଚ: ୩୫, ପାଙ୍ଗୋଷ୍ଟେସନ-ଆରୋ (୫୨୬, ବାଣ୍ଡଙ୍ଗ୍-ଡ଼ଙ୍ଗ), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ⓒ ଚର୍ଚ୍ଚ ଅଫ୍ ଗଡ୍ ବିଶ୍ୱ ମିଶନ ସଂସ୍ଥା । ସର୍ବାଧିକାର ସୁରକ୍ଷିତ । ବ୍ୟକ୍ତିଗତ ବାର୍ତ୍ତାର ଉପଯୋଗ କରିବାର ନୀତି