ଖ୍ରୀଷ୍ଟ ଆନ୍ ସାଙ୍ଗ୍ ହୋଙ୍ଗ୍ ହେଉଛନ୍ତି ସେହି ବ୍ୟକ୍ତି ଯିଏ ଅସଂଖ୍ୟ ଲୋକଙ୍କୁ, ଯେଉଁମାନେ ପରମେଶ୍ୱରଙ୍କଠାରେ ବିଶ୍ୱାସ କରିବାକୁ ଦାବି କରନ୍ତି କିନ୍ତୁ ବାଇବଲରେ ଥିବା ପରମେଶ୍ୱରଙ୍କ ଆଜ୍ଞାକୁ ସଠିକ୍ ଭାବରେ ବୁଝିବାରେ କିମ୍ବା ତାହାର ପାଳନ କରିବାରେ ବିଫଳ ହୁଅନ୍ତି, ସତ୍ୟ ପ୍ରତି ଜାଗୃତ କରିଛନ୍ତି ।
ଏହି ପୃଥିବୀରେ ଥିବା ସମୟରେ ଖ୍ରୀଷ୍ଟ ଆନ୍ ସାଙ୍ଗ୍ ହୋଙ୍ଗ୍ ଙ୍କ ସମସ୍ତ ଭବିଷ୍ୟବାଣୀ-ଯେ ଚର୍ଚ୍ଚ ଅଫ୍ ଗଡ୍ ବିକଶିତ ହେବ ଏବଂ ସମଗ୍ର ବିଶ୍ୱରୁ ଲୋକମାନେ ତାହା ନିକଟକୁ ଆସିବେ- ତାହା ଏବେ ଆମ୍ଭମାନଙ୍କ ଆଖି ସମ୍ମୁଖରେ ପୂର୍ଣ୍ଣ ହେଉଛି ।
୧୧୯ ବୁନଡାଙ୍ଗ-ଗୁ, ସାଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, କୋରିଆ
ଫୋନ ୦୩୧-୭୩୮-୫୯୯୯ ଫେକ୍ସ ୦୩୧-୭୩୮-୫୯୯୮
ପ୍ରଧାନ କାର୍ଯ୍ୟାଳୟ: ୫୦, ସୁନେ-ରୋ (ସୁନେ-ଡ଼ଙ୍ଗ୍), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ୍-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ମୁଖ୍ୟ ଚର୍ଚ୍ଚ: ୩୫, ପାଙ୍ଗୋଷ୍ଟେସନ-ଆରୋ (୫୨୬, ବାଣ୍ଡଙ୍ଗ୍-ଡ଼ଙ୍ଗ), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ⓒ ଚର୍ଚ୍ଚ ଅଫ୍ ଗଡ୍ ବିଶ୍ୱ ମିଶନ ସଂସ୍ଥା । ସର୍ବାଧିକାର ସୁରକ୍ଷିତ । ବ୍ୟକ୍ତିଗତ ବାର୍ତ୍ତାର ଉପଯୋଗ କରିବାର ନୀତି