ଆଦିପୁସ୍ତକରେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ଅଧ୍ୟାୟ ଏକ ଛୋଟ ଇତିହାସ ପରି ଲାଗିଥାଏ। କିନ୍ତୁ ଯେତେବେଳେ ଆମ୍ଭେ ଆତ୍ମିକ ରୂପରେ ତାହାର ବ୍ୟାଖ୍ୟା କରିଥାଉ, ତେବେ ତାହାର ବିଷୟ-କ୍ଷେତ୍ର ବହୁତ ବିଶାଳ ଅଟେ। ଆଦମ, ହବା ଓ ସର୍ପର କାହାଣୀକୁ କେବଳ ଏଦନ ଉଦ୍ୟାନର ଏକ ପୁରାତନ କାହାଣୀ ରୂପରେ ଧରିବା ଉଚିତ୍ ନୁହଁ, ଯେପରି ସାଧାରଣ ଭାବରେ ଖ୍ରୀଷ୍ଟିୟାନ ଲୋକମାନେ ବୁଝିଥାନ୍ତି। ସେହି ଇତିହାସରୁ ଆମ୍ଭେ ପୂର୍ବଗତ ଦୁନିଆ ଓ ବର୍ତ୍ତମାନ ଦୁନିଆ ବିଷୟରେ ଅଦ୍ଭୁତ ସତ୍ୟକୁ ଖୋଜି ପାରିବା।
୧୧୯ ବୁନଡାଙ୍ଗ-ଗୁ, ସାଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, କୋରିଆ
ଫୋନ ୦୩୧-୭୩୮-୫୯୯୯ ଫେକ୍ସ ୦୩୧-୭୩୮-୫୯୯୮
ପ୍ରଧାନ କାର୍ଯ୍ୟାଳୟ: ୫୦, ସୁନେ-ରୋ (ସୁନେ-ଡ଼ଙ୍ଗ୍), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ୍-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ମୁଖ୍ୟ ଚର୍ଚ୍ଚ: ୩୫, ପାଙ୍ଗୋଷ୍ଟେସନ-ଆରୋ (୫୨୬, ବାଣ୍ଡଙ୍ଗ୍-ଡ଼ଙ୍ଗ), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ⓒ ଚର୍ଚ୍ଚ ଅଫ୍ ଗଡ୍ ବିଶ୍ୱ ମିଶନ ସଂସ୍ଥା । ସର୍ବାଧିକାର ସୁରକ୍ଷିତ । ବ୍ୟକ୍ତିଗତ ବାର୍ତ୍ତାର ଉପଯୋଗ କରିବାର ନୀତି