ସ୍ୱର୍ଗ ରାଜ୍ୟ କେଉଁ ପ୍ରକାରର ଜାଗା ଅଟେ ଯେଉଁଠି ଆମ୍ଭେମାନେ ଯିବା? ବହୁତ ଖ୍ରୀଷ୍ଟିୟାନ ଭାବୁଛନ୍ତି କି ସ୍ୱର୍ଗୀୟ ଦେଶ ଯେଉଁଠି ଆମ୍ଭେମାନେ ଫେରିଯିବା, ତାହା ଏଦନ ଉଦ୍ୟାନ ହୋଇଥିବ ଯେଉଁଠି ଆଦମ ଓ ହବା ରହୁଥିଲେ। କିନ୍ତୁ ଯଦି ତାହା ଏଦନ ଉଦ୍ୟାନ ହୋଇଥିବ, ତେବେ ବହୁତ ପ୍ରତିବାଦ ହୁଏ। ଏଦନ ଉଦ୍ୟାନରେ ବିବାହର ପଦ୍ଦତି ଥିଲା, ଏବଂ ବୈବାହିକ ଯୋଡ଼ାକୁ ପ୍ରଜାବନ୍ତ ଓ ବହୁବଂଶ ହୋଇ ପୃଥିବୀରେ ପରିପୂର୍ଣ୍ଣ ହେବାର ଥିଲା। ଯେଉଁଠି ମୃତ୍ୟୁ ହୁଏ ନାହିଁ ସେହିଠାରେ ଯଦି ମନୁଷ୍ୟ ସଂଖ୍ୟାରେ ବୃଦ୍ଧି ହୁଏ ଓ ବୃଦ୍ଧି ହେବାରେ ହିଁ ଲାଗେ, ତେବେ ଅନନ୍ତ ସ୍ୱର୍ଗ ରାଜ୍ୟରେ କେତେ ଅଧିକ ଜନସଂଖ୍ୟା ସହସ୍ର ବର୍ଷ ପର୍ଯ୍ୟନ୍ତ ବୃଦ୍ଧି ହେବ? ଏଦନ ଉଦ୍ୟାନରେ ଏହି ପ୍ରକାରର ପଦ୍ଦତି ଥିଲା।
୧୧୯ ବୁନଡାଙ୍ଗ-ଗୁ, ସାଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, କୋରିଆ
ଫୋନ ୦୩୧-୭୩୮-୫୯୯୯ ଫେକ୍ସ ୦୩୧-୭୩୮-୫୯୯୮
ପ୍ରଧାନ କାର୍ଯ୍ୟାଳୟ: ୫୦, ସୁନେ-ରୋ (ସୁନେ-ଡ଼ଙ୍ଗ୍), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ୍-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ମୁଖ୍ୟ ଚର୍ଚ୍ଚ: ୩୫, ପାଙ୍ଗୋଷ୍ଟେସନ-ଆରୋ (୫୨୬, ବାଣ୍ଡଙ୍ଗ୍-ଡ଼ଙ୍ଗ), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ⓒ ଚର୍ଚ୍ଚ ଅଫ୍ ଗଡ୍ ବିଶ୍ୱ ମିଶନ ସଂସ୍ଥା । ସର୍ବାଧିକାର ସୁରକ୍ଷିତ । ବ୍ୟକ୍ତିଗତ ବାର୍ତ୍ତାର ଉପଯୋଗ କରିବାର ନୀତି