ମୂଳ ସ୍ୱରୂପରେ ଆମ୍ଭମାନଙ୍କ ଆତ୍ମା ସ୍ୱର୍ଗରେ ଚମତ୍କାର ରାଜକୁମାର ଥିଲେ। ସେହି ସମୟରେ ଆମ୍ଭେମାନେ ସମସ୍ତ ବ୍ରହ୍ମାଣ୍ଡରେ ପ୍ରତ୍ୟେକ ତାରାରେ ପରମେଶ୍ୱରଙ୍କ ରଚନାକୁ ଅନାଇଥାଇ କରି ସ୍ୱାଧୀନତା ପୂର୍ବକ ଭ୍ରମଣ କରୁଥିଲେ, ଏବଂ ଆମ୍ଭେମାନେ ପରମେଶ୍ୱରଙ୍କ ସନ୍ତାନ ଥିଲେ ଯେଉଁମାନେ ପରମେଶ୍ୱରଙ୍କ ପ୍ରଶଂସା କରୁଥିଲେ। (ଆୟୁ ୩୮:୪-୭) କିନ୍ତୁ ଦୁର୍ଭାଗ୍ୟରୁ ଆମ୍ଭେ ଲୁଶିଫରଙ୍କ ଦ୍ୱାରା ପ୍ରଲୋଭିତ ହେଲୁ ଓ ଆମ୍ଭେମାନେ ପାପ କଲୁ। ଶେଷରେ ଆମ୍ଭେମାନେ ବନ୍ଦୀଗୃହ ପରି ଏହି ସଂସାରରେ ବହିସ୍କୃତ ହେଲୁ।
୧୧୯ ବୁନଡାଙ୍ଗ-ଗୁ, ସାଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, କୋରିଆ
ଫୋନ ୦୩୧-୭୩୮-୫୯୯୯ ଫେକ୍ସ ୦୩୧-୭୩୮-୫୯୯୮
ପ୍ରଧାନ କାର୍ଯ୍ୟାଳୟ: ୫୦, ସୁନେ-ରୋ (ସୁନେ-ଡ଼ଙ୍ଗ୍), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ୍-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ମୁଖ୍ୟ ଚର୍ଚ୍ଚ: ୩୫, ପାଙ୍ଗୋଷ୍ଟେସନ-ଆରୋ (୫୨୬, ବାଣ୍ଡଙ୍ଗ୍-ଡ଼ଙ୍ଗ), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ⓒ ଚର୍ଚ୍ଚ ଅଫ୍ ଗଡ୍ ବିଶ୍ୱ ମିଶନ ସଂସ୍ଥା । ସର୍ବାଧିକାର ସୁରକ୍ଷିତ । ବ୍ୟକ୍ତିଗତ ବାର୍ତ୍ତାର ଉପଯୋଗ କରିବାର ନୀତି