ପୁରାତନ ଓ ନୂତନ ନିୟମରେ, ସ୍ୱର୍ଗର ପବିତ୍ର ଲୋକମାନଙ୍କୁ ଅଲଗା-ଅଲଗା ନାମରେ ଡକାଯାଇଥାଏ, ଯେମିତି “ସ୍ୱର୍ଗର ଦୂତ” (ମାଥି ୨୨:୩୦) ବା “ସ୍ୱର୍ଗୀୟ ସେନାର ଗୋଟିଏ ବୃହତ ଦଳ” (ଲୂକ ୨:୧୩) ବା ପରମେଶ୍ୱରଙ୍କ ପୁତ୍ର। (ଆୟୁ ୩୮:୭; ଆଦି ୬:୧-୩) ମନୁଷ୍ୟଙ୍କ ଦୁନିଆରେ ଯେପରି ସ୍ୱର୍ଗରେ ମଧ୍ୟ ଜଣେ ରାଜା, ଅଧିକାରୀ, ସୈନିକ ଓ ପ୍ରଜାମାନେ ଅଛନ୍ତି।
୧୧୯ ବୁନଡାଙ୍ଗ-ଗୁ, ସାଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, କୋରିଆ
ଫୋନ ୦୩୧-୭୩୮-୫୯୯୯ ଫେକ୍ସ ୦୩୧-୭୩୮-୫୯୯୮
ପ୍ରଧାନ କାର୍ଯ୍ୟାଳୟ: ୫୦, ସୁନେ-ରୋ (ସୁନେ-ଡ଼ଙ୍ଗ୍), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ୍-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ମୁଖ୍ୟ ଚର୍ଚ୍ଚ: ୩୫, ପାଙ୍ଗୋଷ୍ଟେସନ-ଆରୋ (୫୨୬, ବାଣ୍ଡଙ୍ଗ୍-ଡ଼ଙ୍ଗ), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ⓒ ଚର୍ଚ୍ଚ ଅଫ୍ ଗଡ୍ ବିଶ୍ୱ ମିଶନ ସଂସ୍ଥା । ସର୍ବାଧିକାର ସୁରକ୍ଷିତ । ବ୍ୟକ୍ତିଗତ ବାର୍ତ୍ତାର ଉପଯୋଗ କରିବାର ନୀତି