ଇସ୍ରାଏଲୀୟମାନଙ୍କର ଇତିହାସ, ଯେଉଁମାନେ ପ୍ରାନ୍ତରରେ ନିଜର ୪୦ ବର୍ଷ ମଧ୍ୟରେ ଅଭିଯୋଗ ଓ ବଚସା କରି ଧ୍ୱଂସ ହୋଇଗଲେ, ତାହା ଦର୍ଶାଏ ଯେ ଯଦି ଆମ୍ଭେମାନେ ପରମେଶ୍ୱରଙ୍କୁ କ୍ରୋଧିତ କରୁ, ତେବେ ଦେଶରେ ଆଶୀର୍ବାଦର ବର୍ଷା ହେବ ନାହିଁ। ଏହି ଇତିହାସ ମାଧ୍ୟମରେ, ଖ୍ରୀଷ୍ଟ ଆନ୍ ସାଙ୍ଗ୍ ହୋଙ୍ଗ୍ ଏବଂ ମାତା ପରମେଶ୍ୱର ଆମ୍ଭମାନଙ୍କୁ ଶିକ୍ଷା ଦେଇଛନ୍ତି ଯେ, ବିଶ୍ୱାସର ପ୍ରାନ୍ତର ଯାତ୍ରାରେ, ଆମ୍ଭମାନଙ୍କୁ ସର୍ବଦା କୃତଜ୍ଞ ରହିବା ଏବଂ ସ୍ୱର୍ଗର ଭରସାକୁ କେବେହେଲେ ନ ଭୁଲିବା ଉଚିତ୍, ଯାହା ଆମ୍ଭ ବିଶ୍ୱାସମୟ ଜୀବନର ଲକ୍ଷ୍ୟ ଅଟେ।
୧୧୯ ବୁନଡାଙ୍ଗ-ଗୁ, ସାଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, କୋରିଆ
ଫୋନ ୦୩୧-୭୩୮-୫୯୯୯ ଫେକ୍ସ ୦୩୧-୭୩୮-୫୯୯୮
ପ୍ରଧାନ କାର୍ଯ୍ୟାଳୟ: ୫୦, ସୁନେ-ରୋ (ସୁନେ-ଡ଼ଙ୍ଗ୍), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ୍-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ମୁଖ୍ୟ ଚର୍ଚ୍ଚ: ୩୫, ପାଙ୍ଗୋଷ୍ଟେସନ-ଆରୋ (୫୨୬, ବାଣ୍ଡଙ୍ଗ୍-ଡ଼ଙ୍ଗ), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ⓒ ଚର୍ଚ୍ଚ ଅଫ୍ ଗଡ୍ ବିଶ୍ୱ ମିଶନ ସଂସ୍ଥା । ସର୍ବାଧିକାର ସୁରକ୍ଷିତ । ବ୍ୟକ୍ତିଗତ ବାର୍ତ୍ତାର ଉପଯୋଗ କରିବାର ନୀତି