ପରମେଶ୍ୱର ଶାରୀରିକ ଅଭିଳାଷ ପାଇଁ କରାଯାଇଥିବା ପ୍ରାର୍ଥନା ବ୍ୟତୀତ ଅନ୍ୟ ସମସ୍ତ ପ୍ରାର୍ଥନାର ଉତ୍ତର ଦିଅନ୍ତି। ଯେପରି ଲୋକମାନେ ଜରୁରୀକାଳୀନ ପରିସ୍ଥିତିରେ ସଙ୍କଟରୁ ଉଦ୍ଧାର ପାଇଁ କାହାକୁ ଡାକନ୍ତି, ସେହିପରି ପରମେଶ୍ୱରଙ୍କଠାରୁ ଆଧ୍ୟାତ୍ମିକ ସାହାଯ୍ୟ ଓ ଆଶୀର୍ବାଦ ମାଗିବାର ମାଧ୍ୟମ ହେଉଛି ପ୍ରାର୍ଥନା। ଚର୍ଚ୍ଚ ଅଫ୍ ଗଡ୍ର ସଦସ୍ୟମାନଙ୍କର ବିଶ୍ୱାସ ପ୍ରାଥମିକ ଚର୍ଚ୍ଚର ସାଧୁମାନଙ୍କ ପରି ଦୃଢ଼ ହେବାର କାରଣ ହେଉଛି, ସେମାନେ ଖ୍ରୀଷ୍ଟ ଆନ୍ ସାଙ୍ଗ୍ ହୋଙ୍ଗ୍ ଓ ମାତା ପରମେଶ୍ୱରଙ୍କ ନିକଟରେ ପ୍ରାର୍ଥନା କରି ପରମେଶ୍ୱରଙ୍କ ଶକ୍ତିକୁ ଅନୁଭବ କରନ୍ତି।
୧୧୯ ବୁନଡାଙ୍ଗ-ଗୁ, ସାଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, କୋରିଆ
ଫୋନ ୦୩୧-୭୩୮-୫୯୯୯ ଫେକ୍ସ ୦୩୧-୭୩୮-୫୯୯୮
ପ୍ରଧାନ କାର୍ଯ୍ୟାଳୟ: ୫୦, ସୁନେ-ରୋ (ସୁନେ-ଡ଼ଙ୍ଗ୍), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ୍-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ମୁଖ୍ୟ ଚର୍ଚ୍ଚ: ୩୫, ପାଙ୍ଗୋଷ୍ଟେସନ-ଆରୋ (୫୨୬, ବାଣ୍ଡଙ୍ଗ୍-ଡ଼ଙ୍ଗ), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ⓒ ଚର୍ଚ୍ଚ ଅଫ୍ ଗଡ୍ ବିଶ୍ୱ ମିଶନ ସଂସ୍ଥା । ସର୍ବାଧିକାର ସୁରକ୍ଷିତ । ବ୍ୟକ୍ତିଗତ ବାର୍ତ୍ତାର ଉପଯୋଗ କରିବାର ନୀତି