ଯେଉଁମାନେ କୁହନ୍ତି, “ମୁଁ ଯାହା ମାଗିଲି ତାହା ଦେବାକୁ ସେ ପ୍ରତିଜ୍ଞା କରିଥିଲେ, କିନ୍ତୁ କିଛି ପାଇଲି ନାହିଁ,” ଏହାର କାରଣ ସେମାନେ ଯଥେଷ୍ଟ ଚେଷ୍ଟା କରି ନ ଥିଲେ, କିମ୍ବା ନିଜ ଅଭିଳାଷ ପାଇଁ ମାଗିଥିଲେ। ଆମକୁ ଶିକ୍ଷା ଦିଆଯାଇଛି ଯେ ମାନବଜାତିର ପରିତ୍ରାଣ ପାଇଁ କାର୍ଯ୍ୟ କରୁଥିବା ଖ୍ରୀଷ୍ଟ ଆନ୍ ସାଙ୍ଗ୍ ହୋଙ୍ଗ୍ ଓ ମାତା ପରମେଶ୍ୱରଙ୍କ ଇଚ୍ଛାରେ ବିଶ୍ୱାସରେ ପ୍ରାର୍ଥନା କରିବା, ଏବଂ ଜଗତ ଓ ସିୟୋନରେ ଥିବା ଆମ ଭାଇ ଓ ଭଉଣୀମାନଙ୍କ ପାଇଁ ପ୍ରାର୍ଥନା କରିବା ଉଚିତ୍।
୧୧୯ ବୁନଡାଙ୍ଗ-ଗୁ, ସାଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, କୋରିଆ
ଫୋନ ୦୩୧-୭୩୮-୫୯୯୯ ଫେକ୍ସ ୦୩୧-୭୩୮-୫୯୯୮
ପ୍ରଧାନ କାର୍ଯ୍ୟାଳୟ: ୫୦, ସୁନେ-ରୋ (ସୁନେ-ଡ଼ଙ୍ଗ୍), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ୍-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ମୁଖ୍ୟ ଚର୍ଚ୍ଚ: ୩୫, ପାଙ୍ଗୋଷ୍ଟେସନ-ଆରୋ (୫୨୬, ବାଣ୍ଡଙ୍ଗ୍-ଡ଼ଙ୍ଗ), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ⓒ ଚର୍ଚ୍ଚ ଅଫ୍ ଗଡ୍ ବିଶ୍ୱ ମିଶନ ସଂସ୍ଥା । ସର୍ବାଧିକାର ସୁରକ୍ଷିତ । ବ୍ୟକ୍ତିଗତ ବାର୍ତ୍ତାର ଉପଯୋଗ କରିବାର ନୀତି