ପରମେଶ୍ୱର କହିଲେ, ଆମ୍ଭେମାନେ ଆପଣା ପ୍ରତିମୂର୍ତ୍ତିରେ ମନୁଷ୍ୟର ନିର୍ମାଣ କରିବା ଏବଂ ପୁରୁଷ ଏବଂ ସ୍ତ୍ରୀ ନିର୍ମାଣ କଲେ । ଯେତେବେଳେ ଆମ୍ଭେ ଦେଖୁ ଯେ ପରମେଶ୍ବର ବାଇବଲରେ ବହୁବଚନ ବିଶେଷ୍ୟ ଏଲୋହୀମ୍ (ଏକ ରୁ ଅଧିକ ପରମେଶ୍ୱର) ଙ୍କ ଉପଯୋଗ କଲେ, ତେବେ ଆମ୍ଭେ ବୁଝିପାରିବା ଯେ ଦୁଇଜଣ ପରମେଶ୍ୱର ଅଛନ୍ତି: ପିତା ପରମେଶ୍ବର ଓ ମାତା ପରମେଶ୍ୱର ।
ଆଜି, ଯେଉଁମାନେ ବାଇବଲ ବାକ୍ୟର ଅନୁଭବ କରନ୍ତି ଯାହା କହିଥାଏ, “ଆତ୍ମା ଓ କନ୍ୟା ଆମ୍ଭକୁ ଜୀବନଦାୟକ ଜଳ ଦିଅନ୍ତି,” ସେମାନେ ଚର୍ଚ୍ଚ ଅଫ୍ ଗଡ୍ କୁ ଆସନ୍ତି ଯେଉଁମାନେ ପିତା ପରମେଶ୍ୱର ଓ ମାତା ପରମେଶ୍ୱରଙ୍କୁ ବିଶ୍ୱାସ କରନ୍ତି ।
୧୧୯ ବୁନଡାଙ୍ଗ-ଗୁ, ସାଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, କୋରିଆ
ଫୋନ ୦୩୧-୭୩୮-୫୯୯୯ ଫେକ୍ସ ୦୩୧-୭୩୮-୫୯୯୮
ପ୍ରଧାନ କାର୍ଯ୍ୟାଳୟ: ୫୦, ସୁନେ-ରୋ (ସୁନେ-ଡ଼ଙ୍ଗ୍), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ୍-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ମୁଖ୍ୟ ଚର୍ଚ୍ଚ: ୩୫, ପାଙ୍ଗୋଷ୍ଟେସନ-ଆରୋ (୫୨୬, ବାଣ୍ଡଙ୍ଗ୍-ଡ଼ଙ୍ଗ), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ⓒ ଚର୍ଚ୍ଚ ଅଫ୍ ଗଡ୍ ବିଶ୍ୱ ମିଶନ ସଂସ୍ଥା । ସର୍ବାଧିକାର ସୁରକ୍ଷିତ । ବ୍ୟକ୍ତିଗତ ବାର୍ତ୍ତାର ଉପଯୋଗ କରିବାର ନୀତି