ବ୍ରହ୍ମାଣ୍ଡର ଅସଂଖ୍ୟ ତାରା ପରି
ଅସୀମ ପ୍ରେମକୁ ନିଜ ହୃଦୟରେ ରଖି
ଆମର ସ୍ୱର୍ଗୀୟ ମାତା ସ୍ୱର୍ଗରୁ ପୃଥିବୀକୁ ଓହ୍ଲାଇ ଆସିଛନ୍ତି ।
ମାତା, ଆପଣ ପରମେଶ୍ୱରଙ୍କ ଗୌରବର ଆଲୋକ ।
ମାତା, ଆପଣ ଜୀବନ୍ତ ଜଳର ଉତ୍ସ,
ଯାହା ସମସ୍ତ ପାପ ଓ ଅଶୁଚି ଧୋଇଦିଏ ।
ହେ ମାତା, ଯେତେବେଳେ ସ୍ୱର୍ଗରାଜ୍ୟ ଆସେ,
ଆମକୁ ଆମ ନାମରେ ଡାକନ୍ତୁ ।
ମାତାଙ୍କ ପ୍ରେମ ସର୍ବଦା ଉଜ୍ଜ୍ୱଳିତ ଆପଣଙ୍କ ତାରକା ହେବାକୁ ଦିଅନ୍ତୁ ।
୧୧୯ ବୁନଡାଙ୍ଗ-ଗୁ, ସାଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, କୋରିଆ
ଫୋନ ୦୩୧-୭୩୮-୫୯୯୯ ଫେକ୍ସ ୦୩୧-୭୩୮-୫୯୯୮
ପ୍ରଧାନ କାର୍ଯ୍ୟାଳୟ: ୫୦, ସୁନେ-ରୋ (ସୁନେ-ଡ଼ଙ୍ଗ୍), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ୍-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ମୁଖ୍ୟ ଚର୍ଚ୍ଚ: ୩୫, ପାଙ୍ଗୋଷ୍ଟେସନ-ଆରୋ (୫୨୬, ବାଣ୍ଡଙ୍ଗ୍-ଡ଼ଙ୍ଗ), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ⓒ ଚର୍ଚ୍ଚ ଅଫ୍ ଗଡ୍ ବିଶ୍ୱ ମିଶନ ସଂସ୍ଥା । ସର୍ବାଧିକାର ସୁରକ୍ଷିତ । ବ୍ୟକ୍ତିଗତ ବାର୍ତ୍ତାର ଉପଯୋଗ କରିବାର ନୀତି