ପରମେଶ୍ୱର ଆମ୍ଭମାନଙ୍କୁ ଶୟତାନକୁ ପରାସ୍ତ କରିବା ନିମନ୍ତେ ନିସ୍ତାରପର୍ବର ଅନୁମତି ଦେଇଅଛନ୍ତି ।
ନିସ୍ତାରପର୍ବର ପରମେଶ୍ୱରଙ୍କ ଶକ୍ତିକୁ ଅବରୋଧ କରିବା ନିମନ୍ତେ ଶୟତାନ ମୋଶା ଏବଂ ଯୀଶୁଙ୍କ ଜନ୍ମରେ ବାଧା ଦେବାକୁ ଚେଷ୍ଟା କରିଥିଲା ।
କିନ୍ତୁ, ଯେପରି ସେ ପରମେଶ୍ୱରଙ୍କ ବିପକ୍ଷରେ ବିରୋଧ କରିବା ଦ୍ୱାରା ସ୍ୱର୍ଗରେ ପରାଜିତ ହୋଇଥିଲା, ସେହିପରି ସେ ଶେଷରେ ଏହି ପୃଥିବୀରେ ମଧ୍ୟ ପରାଜିତ ହୋଇଯିବ ।
ଦୁନିଆରେ ଅନେକ ଲୋକ ସିୟୋନକୁ ଯାଉଅଛନ୍ତି ଯେଉଁଠାରେ ନୂତନ ନିୟମର ନିସ୍ତାରପର୍ବ ପାଳନ କରାଯାଏ ।
ଏହା ଖ୍ରୀଷ୍ଟ ଆନ୍ ସାଙ୍ଗ୍ ହୋଙ୍ଗ୍ ଏବଂ ମାତା ପରମେଶ୍ୱରଙ୍କ କାର୍ଯ୍ୟ ଅଟେ, ଯିଏକି ଆତ୍ମିକ ବିଜୟ ଆଣିଅଛନ୍ତି ।
୧୧୯ ବୁନଡାଙ୍ଗ-ଗୁ, ସାଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, କୋରିଆ
ଫୋନ ୦୩୧-୭୩୮-୫୯୯୯ ଫେକ୍ସ ୦୩୧-୭୩୮-୫୯୯୮
ପ୍ରଧାନ କାର୍ଯ୍ୟାଳୟ: ୫୦, ସୁନେ-ରୋ (ସୁନେ-ଡ଼ଙ୍ଗ୍), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ୍-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ମୁଖ୍ୟ ଚର୍ଚ୍ଚ: ୩୫, ପାଙ୍ଗୋଷ୍ଟେସନ-ଆରୋ (୫୨୬, ବାଣ୍ଡଙ୍ଗ୍-ଡ଼ଙ୍ଗ), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ⓒ ଚର୍ଚ୍ଚ ଅଫ୍ ଗଡ୍ ବିଶ୍ୱ ମିଶନ ସଂସ୍ଥା । ସର୍ବାଧିକାର ସୁରକ୍ଷିତ । ବ୍ୟକ୍ତିଗତ ବାର୍ତ୍ତାର ଉପଯୋଗ କରିବାର ନୀତି