ଯେହେତୁ ରବିବାର ଆରାଧନା ଏବଂ ଖ୍ରୀଷ୍ଟମାସ ମନୁଷ୍ୟକୃତ ଆଜ୍ଞା ଅଟେ ଏବଂ ପରମେଶ୍ୱରଙ୍କ ଦ୍ୱାରା ପ୍ରତିଷ୍ଠିତ ନୁହେଁ, ତେଣୁ ଅଜ୍ଞତାରେ ଆରାଧନା କରିବା ଏବଂ ଏପରି ବିଶ୍ୱାସର ଜୀବନଯାପନ କରିବା ବ୍ୟର୍ଥ ଅଟେ, ଏବଂ ଆମେ ସ୍ୱର୍ଗର ରାଜ୍ୟରେ ପ୍ରବେଶ କରିପାରିବୁ ନାହିଁ। ଏହି ଯୁଗର ଅନେକ ଲୋକ ଯେଉଁମାନେ “ପରମେଶ୍ୱରଙ୍କୁ ଆରାଧନା କରୁଛୁ” ବୋଲି ଦାବି କରନ୍ତି, ସେମାନଙ୍କ ପାଇଁ ପରମେଶ୍ୱରଙ୍କ ଆଜ୍ଞା—ବିଶ୍ରାମ ର ଦିନ ଏବଂ ନିସ୍ତାର ପର୍ବ—ପାଳନ କରିବା ହେଉଛି ଆରାଧନାର ସଠିକ୍ ଉପାୟ ଯାହା ପରିତ୍ରାଣ ଆଡ଼କୁ ନେଇଯାଏ।
୧୧୯ ବୁନଡାଙ୍ଗ-ଗୁ, ସାଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, କୋରିଆ
ଫୋନ ୦୩୧-୭୩୮-୫୯୯୯ ଫେକ୍ସ ୦୩୧-୭୩୮-୫୯୯୮
ପ୍ରଧାନ କାର୍ଯ୍ୟାଳୟ: ୫୦, ସୁନେ-ରୋ (ସୁନେ-ଡ଼ଙ୍ଗ୍), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ୍-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ମୁଖ୍ୟ ଚର୍ଚ୍ଚ: ୩୫, ପାଙ୍ଗୋଷ୍ଟେସନ-ଆରୋ (୫୨୬, ବାଣ୍ଡଙ୍ଗ୍-ଡ଼ଙ୍ଗ), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ⓒ ଚର୍ଚ୍ଚ ଅଫ୍ ଗଡ୍ ବିଶ୍ୱ ମିଶନ ସଂସ୍ଥା । ସର୍ବାଧିକାର ସୁରକ୍ଷିତ । ବ୍ୟକ୍ତିଗତ ବାର୍ତ୍ତାର ଉପଯୋଗ କରିବାର ନୀତି