ରାଜା ଯିହୋଶାଫଟ୍ ମୋୟାବ ଓ ଅମ୍ମୋନର ମିଳିତ ବାହିନୀ ଦ୍ୱାରା ଆକ୍ରମଣର ସମ୍ମୁଖୀନ ହେବା ଭଳି ସଙ୍କଟପୂର୍ଣ୍ଣ ପରିସ୍ଥିତିରେ ମଧ୍ୟ ପରମେଶ୍ୱରଙ୍କୁ ଧନ୍ୟବାଦ ଦେବା ପାଇଁ ଏକ ଗାୟକ ଦଳ ଗଠନ କରି ସେମାନଙ୍କୁ ସୈନ୍ୟବାହିନୀର ସମ୍ମୁଖରେ ରଖିଲେ। ଏହା ଦେଖି ପରମେଶ୍ୱର ଯିହୁଦାକୁ ଉଦ୍ଧାର କଲେ ଓ ସେମାନଙ୍କ ଶତ୍ରୁମାନଙ୍କୁ ବିନାଶ କଲେ। ସେହିପରି, ପରମେଶ୍ୱର ଆନ୍ ସାଙ୍ଗ୍ ହୋଙ୍ଗ୍ ଓ ମାତା ପରମେଶ୍ୱର, ଯେକୌଣସି ପରିସ୍ଥିତିରେ ଧନ୍ୟବାଦ ଦେଉଥିବା ସନ୍ତାନମାନଙ୍କୁ ରାଜା ଯିହୋଶାଫଟ୍ଙ୍କ ପରି ବିଜୟ ଏବଂ ପବିତ୍ର ଆତ୍ମାର ଅସୀମ ଆଶୀର୍ବାଦ ପ୍ରଦାନ କରନ୍ତି।
୧୧୯ ବୁନଡାଙ୍ଗ-ଗୁ, ସାଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, କୋରିଆ
ଫୋନ ୦୩୧-୭୩୮-୫୯୯୯ ଫେକ୍ସ ୦୩୧-୭୩୮-୫୯୯୮
ପ୍ରଧାନ କାର୍ଯ୍ୟାଳୟ: ୫୦, ସୁନେ-ରୋ (ସୁନେ-ଡ଼ଙ୍ଗ୍), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ୍-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ମୁଖ୍ୟ ଚର୍ଚ୍ଚ: ୩୫, ପାଙ୍ଗୋଷ୍ଟେସନ-ଆରୋ (୫୨୬, ବାଣ୍ଡଙ୍ଗ୍-ଡ଼ଙ୍ଗ), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ⓒ ଚର୍ଚ୍ଚ ଅଫ୍ ଗଡ୍ ବିଶ୍ୱ ମିଶନ ସଂସ୍ଥା । ସର୍ବାଧିକାର ସୁରକ୍ଷିତ । ବ୍ୟକ୍ତିଗତ ବାର୍ତ୍ତାର ଉପଯୋଗ କରିବାର ନୀତି