୨୫ ଜୁଲାଇ ୨୦୨୪ କୁ, ବିଶ୍ୱ ମିଶନ୍ ସଂସ୍ଥା ଚର୍ଚ୍ଚ ଅଫ୍ ଗଡ୍ କୁ ଦକ୍ଷିଣ ଆମେରିକାର ପେରୁ ଗଣରାଜ୍ୟର କଂଗ୍ରେସ ଠାରୁ ସମ୍ମାନର ପଦକ ପ୍ରାପ୍ତ ହେଲା ।
ପେରୁ ଗଣରାଜ୍ୟର କଂଗ୍ରେସ ଦ୍ୱାରା ପ୍ରଦାନ କରାଯାଇଥିବା ସମ୍ମାନର ପଦକ ଏକ ମହାନ୍ ସମ୍ମାନ ଅଟେ, ଯାହା ଏମିତି ବ୍ୟକ୍ତି, ସଂସ୍ଥା କିମ୍ବା ସଂଗଠନ କୁ ଦିଆଯାଏ, ଯେଉଁମାନେ ଦେଶର ବିକାଶ ଏବଂ ବୃଦ୍ଧି ନିମନ୍ତେ ମହତ୍ୱପୂର୍ଣ୍ଣ ଯୋଗଦାନ କରନ୍ତି ।
ପେରୁ ସରକାର ଏବଂ ଜନତାର ସମ୍ମାନ ଏବଂ ବିଶ୍ୱାସ ଅର୍ଜିତ କରୁଥିବା ବିଭିନ୍ନ ପ୍ରମୂଖ ବ୍ୟକ୍ତିମାନଙ୍କ ମଧ୍ୟରୁ, ପ୍ରଧାନ ପାଦ୍ରୀ କିମ୍ ଜୁ ଚିଓଲ ଙ୍କୁ ପେରୁ ଗଣରାଜ୍ୟର କଂଗ୍ରେସ ଠାରୁ ସମ୍ମାନର ପଦକ ପ୍ରାପ୍ତ ହେଲା ।
ଏହି ସମାରୋହ ଚର୍ଚ୍ଚ ଅଫ୍ ଗଡ୍ ର ମସିହା ଅର୍କେଷ୍ଟାର ପ୍ରଦର୍ଶନ ସହିତ ଏକ ବାସ୍ତବିକ ଉତ୍ସବ ଥିଲା ।
୧୧୯ ବୁନଡାଙ୍ଗ-ଗୁ, ସାଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, କୋରିଆ
ଫୋନ ୦୩୧-୭୩୮-୫୯୯୯ ଫେକ୍ସ ୦୩୧-୭୩୮-୫୯୯୮
ପ୍ରଧାନ କାର୍ଯ୍ୟାଳୟ: ୫୦, ସୁନେ-ରୋ (ସୁନେ-ଡ଼ଙ୍ଗ୍), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ୍-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ମୁଖ୍ୟ ଚର୍ଚ୍ଚ: ୩୫, ପାଙ୍ଗୋଷ୍ଟେସନ-ଆରୋ (୫୨୬, ବାଣ୍ଡଙ୍ଗ୍-ଡ଼ଙ୍ଗ), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ⓒ ଚର୍ଚ୍ଚ ଅଫ୍ ଗଡ୍ ବିଶ୍ୱ ମିଶନ ସଂସ୍ଥା । ସର୍ବାଧିକାର ସୁରକ୍ଷିତ । ବ୍ୟକ୍ତିଗତ ବାର୍ତ୍ତାର ଉପଯୋଗ କରିବାର ନୀତି