ଇଲୀୟେଜର, ଯାହାର ପିତାମାତା ଉଭୟ ଦାସ ଥିଲେ, ଅବ୍ରହାମଙ୍କ ଉତ୍ତରାଧିକାରୀ ହୋଇପାରିଲେ ନାହିଁ ।
ଇଶ୍ମାଏଲ, ଯାହାର ମାତା ଜଣେ ଦାସୀ ଥିଲେ, ସେ ମଧ୍ୟ ଅବ୍ରହାମଙ୍କର ଉତ୍ତରାଧିକାରୀ ହୋଇପାରିଲେ ନାହିଁ ।
କେବଳ ଇସ୍ହା କ, ଯାହାଙ୍କୁ ସାରା ସ୍ୱାଧୀନା ସ୍ତ୍ରୀ ପରମେଶ୍ବରଙ୍କ ବାକ୍ୟ ଅନୁଯାୟୀ ଜନ୍ମ ଦେଇଥିଲେ,
ତାଙ୍କ ପରିବାରରେ ଅବ୍ରହାମଙ୍କର ଉତ୍ତରାଧିକାରୀ ହୋଇପାରଲେ ।
ପରମେଶ୍ବର ଇସ୍ହାିକଙ୍କୁ ଅବ୍ରହାମଙ୍କର ଉତ୍ତରାଧିକାରୀ କଲେ ।
ପୁରାତନ ନିୟମରେ ଅବ୍ରହାମଙ୍କ ପରିବାରର ଏହି ଇତିହାସ ଦର୍ଶାଏ
ଯେ କେଉଁ ପ୍ରକାରର ଲୋକମାନେ ପରମେଶ୍ବରଙ୍କ ଉତ୍ତରାଧିକାରୀ ହୋଇପାରବେ ।
ଇସ୍ହାନକଙ୍କ ପରି ପ୍ରତିଜ୍ଞାର ସନ୍ତାନ ଭାବରେ, ଚର୍ଚ୍ଚ ଅଫ୍ ଗଡ୍ ର ସଦସ୍ୟମାନେ
ପିତା ଆନ୍ ସାଙ୍ଗ୍ ହୋଙ୍ଗ୍ ଏବଂ ମାତାଙ୍କୁ ବିଶ୍ୱାସ କରନ୍ତି ଯାହାଙ୍କ ବିଷୟରେ ବାଇବଲ ସାକ୍ଷ୍ୟ ଦେଇଥାଏ ।
୧୧୯ ବୁନଡାଙ୍ଗ-ଗୁ, ସାଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, କୋରିଆ
ଫୋନ ୦୩୧-୭୩୮-୫୯୯୯ ଫେକ୍ସ ୦୩୧-୭୩୮-୫୯୯୮
ପ୍ରଧାନ କାର୍ଯ୍ୟାଳୟ: ୫୦, ସୁନେ-ରୋ (ସୁନେ-ଡ଼ଙ୍ଗ୍), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ୍-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ମୁଖ୍ୟ ଚର୍ଚ୍ଚ: ୩୫, ପାଙ୍ଗୋଷ୍ଟେସନ-ଆରୋ (୫୨୬, ବାଣ୍ଡଙ୍ଗ୍-ଡ଼ଙ୍ଗ), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ⓒ ଚର୍ଚ୍ଚ ଅଫ୍ ଗଡ୍ ବିଶ୍ୱ ମିଶନ ସଂସ୍ଥା । ସର୍ବାଧିକାର ସୁରକ୍ଷିତ । ବ୍ୟକ୍ତିଗତ ବାର୍ତ୍ତାର ଉପଯୋଗ କରିବାର ନୀତି