କେହି ଜଣେ ନିସ୍ତାର ପର୍ବ ସମେତ ପରମେଶ୍ୱରଙ୍କ ନୂତନ ନିୟମର ସମସ୍ତ ପର୍ବ ଓ ଆଜ୍ଞା ଜାଣିଥିଲେ ମଧ୍ୟ, ଯଦି ସେ ଧନ୍ୟବାଦ ଦେବା ଜାଣନ୍ତି ନାହିଁ, ତେବେ ସେ ପରମେଶ୍ୱରଙ୍କ ଇଚ୍ଛା ବୁଝିଛନ୍ତି ବୋଲି କୁହାଯାଇପାରିବ ନାହିଁ। ଯେହେତୁ ସମସ୍ତ ଆଜ୍ଞା ଖ୍ରୀଷ୍ଟ ଆନ୍ ସାଙ୍ଗ୍ ହୋଙ୍ଗ୍ ଓ ମାତା ପରମେଶ୍ୱରଙ୍କ ପ୍ରେମ ଓ ବଳିଦାନ ଦ୍ୱାରା ସ୍ଥାପିତ ହୋଇଛି, ଚର୍ଚ୍ଚ ଅଫ୍ ଗଡ୍ର ସଦସ୍ୟମାନେ ଧନ୍ୟବାଦର ସହିତ ପରମେଶ୍ୱରଙ୍କ ନୂତନ ନିୟମର ପର୍ବଗୁଡ଼ିକୁ ପାଳନ କରନ୍ତି, ଯେଉଁଥିରେ ପାପ କ୍ଷମା ଓ ପରିତ୍ରାଣର ପ୍ରତିଜ୍ଞା ରହିଛି।
୧୧୯ ବୁନଡାଙ୍ଗ-ଗୁ, ସାଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, କୋରିଆ
ଫୋନ ୦୩୧-୭୩୮-୫୯୯୯ ଫେକ୍ସ ୦୩୧-୭୩୮-୫୯୯୮
ପ୍ରଧାନ କାର୍ଯ୍ୟାଳୟ: ୫୦, ସୁନେ-ରୋ (ସୁନେ-ଡ଼ଙ୍ଗ୍), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ୍-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ମୁଖ୍ୟ ଚର୍ଚ୍ଚ: ୩୫, ପାଙ୍ଗୋଷ୍ଟେସନ-ଆରୋ (୫୨୬, ବାଣ୍ଡଙ୍ଗ୍-ଡ଼ଙ୍ଗ), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ⓒ ଚର୍ଚ୍ଚ ଅଫ୍ ଗଡ୍ ବିଶ୍ୱ ମିଶନ ସଂସ୍ଥା । ସର୍ବାଧିକାର ସୁରକ୍ଷିତ । ବ୍ୟକ୍ତିଗତ ବାର୍ତ୍ତାର ଉପଯୋଗ କରିବାର ନୀତି