ଆତ୍ମିକ ମୃତ୍ୟୁ ଦଣ୍ଡରେ ଦୋଷୀମାନଙ୍କ ଆଶ୍ରୟସ୍ଥଳରେ,
ମୃତ୍ୟୁର ଯନ୍ତ୍ରଣାରେ ପରିପୂର୍ଣ୍ଣ ଏକ ନିଛାଟିଆ ଜଗତ ପାଇଁ,
ସ୍ୱର୍ଗୀୟ ପିତା ଆନ୍ ସାଙ୍ଗ୍ ହୋଙ୍ଗ୍
ଜ୍ୟୋତିଃ ରୂପରେ ଆସିଛନ୍ତି ।
ଆମ୍ଭମାନଙ୍କ ପିତା
ପୂର୍ବ ଦିଗ ପ୍ରାନ୍ତରରୁ ଆସିଲେ
ଅନ୍ଧାରରେ ହଜିଯାଇଥିବା ସନ୍ତାନମାନଙ୍କୁ ଖୋଜିବାକୁ ମାତା
ଗୌରବମୟ ସିଂହାସନ ତ୍ୟାଗ କଲେ ।
ଆମ୍ଭେମାନେ ପୃଥିବୀକୁ ଆସିବାକୁ ଏବଂ ଆମ୍ଭମାନଙ୍କୁ,
ଆପଣଙ୍କ ସନ୍ତାନମାନଙ୍କୁ ରକ୍ଷା କରିବା ପାଇଁ
ପିତା ଆନ୍ ସାଙ୍ଗ୍ ହୋଙ୍ଗ୍ ଙ୍କୁ ଅନନ୍ତ ଧନ୍ୟବାଦ ଓ ପ୍ରଶଂସା ଦେଉଛୁ ।
୧୧୯ ବୁନଡାଙ୍ଗ-ଗୁ, ସାଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, କୋରିଆ
ଫୋନ ୦୩୧-୭୩୮-୫୯୯୯ ଫେକ୍ସ ୦୩୧-୭୩୮-୫୯୯୮
ପ୍ରଧାନ କାର୍ଯ୍ୟାଳୟ: ୫୦, ସୁନେ-ରୋ (ସୁନେ-ଡ଼ଙ୍ଗ୍), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ୍-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ମୁଖ୍ୟ ଚର୍ଚ୍ଚ: ୩୫, ପାଙ୍ଗୋଷ୍ଟେସନ-ଆରୋ (୫୨୬, ବାଣ୍ଡଙ୍ଗ୍-ଡ଼ଙ୍ଗ), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ⓒ ଚର୍ଚ୍ଚ ଅଫ୍ ଗଡ୍ ବିଶ୍ୱ ମିଶନ ସଂସ୍ଥା । ସର୍ବାଧିକାର ସୁରକ୍ଷିତ । ବ୍ୟକ୍ତିଗତ ବାର୍ତ୍ତାର ଉପଯୋଗ କରିବାର ନୀତି