ଯେତେବେଳେ ଆମେ ବିଶ୍ୱାସର ଜୀବନରେ ଅସୁବିଧାର ସମ୍ମୁଖୀନ ହେଉ,
ତେବେ ଆମେ ଅଭିଯୋଗ କରିବା ଉଚିତ୍ ନୁହେଁ, ଯେ “ଏହା ମୋ’ ସହିତ କାହିଁକି ହେଲା?”
ଏହା ପରିବର୍ତ୍ତେ, ପରମେଶ୍ବରଙ୍କ ପରିତ୍ରାଣର ଉଦ୍ଦେଶ୍ୟକୁ ଅନୁଭବ କରିବା ଉଚିତ୍
ଯେ “ପରମେଶ୍ୱର ମୋତେ କ’ଣ ଦେବେ? ମୁଁ ତାଙ୍କ ପାଇଁ କ’ଣ କରିପାରିବି?”
ଏବଂ ତାଙ୍କ ମାର୍ଗଦର୍ଶନକୁ ଅନୁସରଣ କରିବା, ଯାହାଫଳରେ ଆମେ ଆଶୀର୍ବାଦ ପ୍ରାପ୍ତ ହୋଇପାରିବା ।
ଯେପରି ପରମେଶ୍ବର ଯିରୀହୋର ବିଜୟ ପାଇଁ
ଏବଂ ପାଉଲଙ୍କ ପାଇଁ କାର୍ଯ୍ୟ କରିଥିଲେ ଯିଏ ଅନୁତାପ କରିଥିଲେ,
ଏହି ଯୁଗରେ ପବିତ୍ର ଆତ୍ମାଙ୍କର ଅଦ୍ଭୁତ କାର୍ଯ୍ୟ କେବେ ସାମ୍ନାକୁ ଆସେ
ଯେତେବେଳେ ଆମେ ଖ୍ରୀଷ୍ଟ ଆନ୍ ସାଙ୍ଗ୍ ହୋଙ୍ଗ୍ ଏବଂ ମାତା ପରମେଶ୍ୱରଙ୍କ ବାକ୍ୟ ଅନୁଯାୟୀ
ସୁସମାଚାର ପାଇଁ ପରସ୍ପର ସହିତ କାର୍ଯ୍ୟ କରୁ ।
ମୁଁ ଈଶ୍ଵରଙ୍କ ସାକ୍ଷାତରେ, ଆଉ ଯେଉଁ ଖ୍ରୀଷ୍ଟ ଯୀଶୁ ଜୀବିତ
ଓ ମୃତ ଉଭୟଙ୍କର ବିଚାର କରିବାକୁ ଯାଉଅଛନ୍ତି,
ତାହାଙ୍କ ସାକ୍ଷାତରେ, ପୁଣି ତାହାଙ୍କ ପୁନରାଗମନ
ଓ ରାଜ୍ୟର ଶପଥ ଦେଇ ତୁମ୍ଭକୁ ଦୃଢ଼ ଆଜ୍ଞା ଦେଉଅଛି,
ବାକ୍ୟ ପ୍ରଚାର କର, ସମୟରେ କି ଅସମୟରେ ସେଥିରେ ଉଦ୍ଯୋଗୀ ହୁଅ...
୨ତୀମଥି ୪:୧-୨
୧୧୯ ବୁନଡାଙ୍ଗ-ଗୁ, ସାଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, କୋରିଆ
ଫୋନ ୦୩୧-୭୩୮-୫୯୯୯ ଫେକ୍ସ ୦୩୧-୭୩୮-୫୯୯୮
ପ୍ରଧାନ କାର୍ଯ୍ୟାଳୟ: ୫୦, ସୁନେ-ରୋ (ସୁନେ-ଡ଼ଙ୍ଗ୍), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ୍-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ମୁଖ୍ୟ ଚର୍ଚ୍ଚ: ୩୫, ପାଙ୍ଗୋଷ୍ଟେସନ-ଆରୋ (୫୨୬, ବାଣ୍ଡଙ୍ଗ୍-ଡ଼ଙ୍ଗ), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ⓒ ଚର୍ଚ୍ଚ ଅଫ୍ ଗଡ୍ ବିଶ୍ୱ ମିଶନ ସଂସ୍ଥା । ସର୍ବାଧିକାର ସୁରକ୍ଷିତ । ବ୍ୟକ୍ତିଗତ ବାର୍ତ୍ତାର ଉପଯୋଗ କରିବାର ନୀତି