ଯେପରି ପରମେଶ୍ୱର ଯିଶାଇୟଙ୍କ ମାଧ୍ୟମରେ ଏହା ଭବିଷ୍ୟବାଣୀ କରିଥିଲେ
କି ଯୀଶୁ କେଉଁ ପ୍ରକାର ଜୀବନ ଯାପନ କରିବେ ଏବଂ ଯୋଷେଫଙ୍କ ମାଧ୍ୟମରେ
ଏହା ଭବିଷ୍ୟବାଣୀ କରିଥିଲେ କି ସୁଭିକ୍ଷର ସାତ ବର୍ଷ ଏବଂ ଦୁର୍ଭିକ୍ଷର ସାତ ବର୍ଷ ହେବ;
ସେପରି ହିଁ ପରମେଶ୍ୱର ସ୍ୱର୍ଗରାଜ୍ୟର ମଧ୍ୟ ଭବିଷ୍ୟବାଣୀ କଲେ ଯାହା ଖୁବ ଶୀଘ୍ର ଆସିବ ।
ଯେପରି ଯୋଷେଫ ଦୁର୍ଭିକ୍ଷର ସାତ ବର୍ଷ ପାଇଁ ପ୍ରସ୍ତୁତ କଲେ
କାରଣ ତାଙ୍କୁ ପରମେଶ୍ୱରଙ୍କ ଭବିଷ୍ୟବାଣୀ ଉପରେ ବିଶ୍ୱାସ ଥିଲା,
ସେହିପର, ଚର୍ଚ୍ଚ ଅଫ୍ ଗଡ୍ ର ସଦସ୍ୟମାନେ ପ୍ରତ୍ୟେକ ପରିସ୍ଥିତିରେ କୃତଜ୍ଞ ଜୀବନଯାପନ କରନ୍ତି
କାରଣ ସେମାନେ ସେହି ସ୍ୱର୍ଗୀୟ ଆଶୀର୍ବାଦରେ ବିଶ୍ୱାସ କରନ୍ତି
ଯାହା ସେମାନଙ୍କୁ ଖ୍ରୀଷ୍ଟ ଆନ୍ ସାଙ୍ଗ୍ ହୋଙ୍ଗ୍ ଏବଂ ମାତା ପରମେଶ୍ୱର ଦେବେ ।
“ପୁଣି ଈଶ୍ଵର ସ୍ଵୟଂ ସେମାନଙ୍କ ସଙ୍ଗରେ ରହିବେ ଓ ସେମାନଙ୍କ ଚକ୍ଷୁରୁ ସମସ୍ତ ଅଶ୍ରୁଜଳ ପୋଛିଦେବେ; ମୃତ୍ୟୁ ଆଉ ଘଟିବ ନାହିଁ; ଶୋକ କି କ୍ରନ୍ଦନ କି ବ୍ୟଥା ଆଉ ହେବ ନାହିଁ; କାରଣ ପୂର୍ବ ବିଷୟସବୁ ଲୋପ ପାଇଅଛି ।” ପ୍ରକାଶିତ ବାକ୍ୟ ୨୧:୪
୧୧୯ ବୁନଡାଙ୍ଗ-ଗୁ, ସାଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, କୋରିଆ
ଫୋନ ୦୩୧-୭୩୮-୫୯୯୯ ଫେକ୍ସ ୦୩୧-୭୩୮-୫୯୯୮
ପ୍ରଧାନ କାର୍ଯ୍ୟାଳୟ: ୫୦, ସୁନେ-ରୋ (ସୁନେ-ଡ଼ଙ୍ଗ୍), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ୍-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ମୁଖ୍ୟ ଚର୍ଚ୍ଚ: ୩୫, ପାଙ୍ଗୋଷ୍ଟେସନ-ଆରୋ (୫୨୬, ବାଣ୍ଡଙ୍ଗ୍-ଡ଼ଙ୍ଗ), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ⓒ ଚର୍ଚ୍ଚ ଅଫ୍ ଗଡ୍ ବିଶ୍ୱ ମିଶନ ସଂସ୍ଥା । ସର୍ବାଧିକାର ସୁରକ୍ଷିତ । ବ୍ୟକ୍ତିଗତ ବାର୍ତ୍ତାର ଉପଯୋଗ କରିବାର ନୀତି