ଯୀଶୁଙ୍କ ସପକ୍ଷରେ ଛିଡ଼ା ହୋଇ ଅନନ୍ତ ମୂଲ୍ୟକୁ ବାଛିବାର ଜ୍ଞାନ ଦ୍ୱାରା
ଡାହାଣ ପାର୍ଶ୍ୱରେ ଥିବା ଚୋର ଉଦ୍ଧାରର ଆଶୀର୍ବାଦ ଦିଆଯାଇଥିଲା ।
ସ୍ୱର୍ଗ ଆଡ଼କୁ ଆମ୍ଭମାନଙ୍କ ବିଶ୍ୱାସର ପଥରେ, ପରମେଶ୍ୱରଙ୍କ ଦ୍ୱାରା ସ୍ୱୀକାର କରାଯାଇଥିବା ମୂଲ୍ୟ
ଦୁନିଆର ଲୋକଙ୍କ ଦ୍ୱାରା ସ୍ୱୀକାର କରାଯାଇଥିବା ମୂଲ୍ୟଠାରୁ ଅଧିକ ମହତ୍ୱପୂର୍ଣ୍ଣ ।
ଯେମିତି ଯୀଶୁ ଆପଣା ଶିଷ୍ୟମାନଙ୍କୁ ଗାଲିଲୀ ହ୍ରଦ ନିକଟରୁ ଆହ୍ୱାନ କରିଥିଲେ,
ସେମିତି ଏହି ଯୁଗରେ, ଖ୍ରୀଷ୍ଟ ଆନ୍ ସାଙ୍ଗ୍ ହୋଙ୍ଗ ଓ ମାତା ପରମେଶ୍ୱର,
ଯେଉଁମାନେ ଆତ୍ମା ଓ କନ୍ୟା ଅଟନ୍ତି, ନୂତନ ନିୟମର ସେବକଙ୍କୁ ଆହ୍ୱାନ କରୁଛନ୍ତି
ଯେଉଁମାନେ ସ୍ୱର୍ଗର ମୂଲ୍ୟକୁ ଚୟନ କରିବେ ।
“ପୁଣି, ସେ କହିଲା, ହେ ଯୀଶୁ, ଆପଣ ନିଜ ରାଜ୍ୟରେ ପ୍ରବେଶ କଲେ
ମୋତେ ସ୍ମରଣ କରିବେ ।” ସେଥିରେ ସେ ତାହାକୁ କହିଲେ, “ମୁଁ ତୁମ୍ଭକୁ
ସତ୍ୟ କହୁଅଛି, ଆଜି ତୁମ୍ଭେ ମୋହର ସହିତ ପାରଦୀଶରେ ଉପସ୍ଥିତ ହେବ ।” ଲୂକ ୨୩:୪୨-୪୨
୧୧୯ ବୁନଡାଙ୍ଗ-ଗୁ, ସାଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, କୋରିଆ
ଫୋନ ୦୩୧-୭୩୮-୫୯୯୯ ଫେକ୍ସ ୦୩୧-୭୩୮-୫୯୯୮
ପ୍ରଧାନ କାର୍ଯ୍ୟାଳୟ: ୫୦, ସୁନେ-ରୋ (ସୁନେ-ଡ଼ଙ୍ଗ୍), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ୍-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ମୁଖ୍ୟ ଚର୍ଚ୍ଚ: ୩୫, ପାଙ୍ଗୋଷ୍ଟେସନ-ଆରୋ (୫୨୬, ବାଣ୍ଡଙ୍ଗ୍-ଡ଼ଙ୍ଗ), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ⓒ ଚର୍ଚ୍ଚ ଅଫ୍ ଗଡ୍ ବିଶ୍ୱ ମିଶନ ସଂସ୍ଥା । ସର୍ବାଧିକାର ସୁରକ୍ଷିତ । ବ୍ୟକ୍ତିଗତ ବାର୍ତ୍ତାର ଉପଯୋଗ କରିବାର ନୀତି