ଯେଉଁ ପ୍ରକାର କୁକୁର, ମହୁମାଛି ଏବଂ ମନୁଷ୍ୟଙ୍କ
ଆପଣା-ଆପଣା ଜୀବନ ଅବଧି ହୋଇଥାଏ, ଠିକ୍ ସେହି ପ୍ରକାର
ପରମେଶ୍ୱରଙ୍କ ଉଦ୍ଧାର କାର୍ଯ୍ୟର ମଧ୍ୟ ସମୟ ସୀମା ଅଛି ।
ପରମେଶ୍ୱର ଆପଣା ଉଦ୍ଧାରର କାର୍ଯ୍ୟକୁ ତିନି ଯୁଗରେ ବିଭାଜିତ କଲେ-
ପିତାଙ୍କ ଯୁଗ, ପୁତ୍ରଙ୍କ ଯୁଗ ଏବଂ ପବିତ୍ର ଆତ୍ମାଙ୍କ ଯୁଗ,
ଏବଂ ପ୍ରତ୍ୟେକ ଯୁଗରେ ଉଦ୍ଧାରକର୍ତ୍ତାଙ୍କ ଭିନ୍ନ ନାମର ଉପଯୋଗ କଲେ ।
ପବିତ୍ର ଆତ୍ମାଙ୍କ ଯୁଗରେ, ଉଦ୍ଧାର ଯୀଶୁଙ୍କ ନୂତନ ନାମରେ ପୂରା ହେବ ।
ଏଥିପାଇଁ ଏହି ଯୁଗର ସାକ୍ଷୀ, ଚର୍ଚ୍ଚ ଅଫ୍ ଗଡ୍ ର ସଦସ୍ୟ,
ଖ୍ରୀଷ୍ଟ ଆନ୍ ସାଙ୍ଗ୍ ହୋଙ୍ଗ୍ ଙ୍କ ନାମରେ ପ୍ରାର୍ଥନା କରନ୍ତି ଓ ସ୍ତୁତି କରନ୍ତି,
ଯିଏ ବାଇବଲର ଭବିଷ୍ୟବାଣୀ ଅନୁସାରେ ପୃଥିବୀକୁ ଆସିଲେ ।
ଯେ ଜୟ କରେ... ଆମ୍ଭେ... ନୂତନ ଯିରୂଶାଲମ...
ପୁଣି ଆମ୍ଭ ନିଜର ନୂତନ ନାମ ତାହା ଉପରେ ଲେଖିବୁ ।
ପ୍ରକାଶିତ ବାକ୍ୟ ୩:୧୨
୧୧୯ ବୁନଡାଙ୍ଗ-ଗୁ, ସାଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, କୋରିଆ
ଫୋନ ୦୩୧-୭୩୮-୫୯୯୯ ଫେକ୍ସ ୦୩୧-୭୩୮-୫୯୯୮
ପ୍ରଧାନ କାର୍ଯ୍ୟାଳୟ: ୫୦, ସୁନେ-ରୋ (ସୁନେ-ଡ଼ଙ୍ଗ୍), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ୍-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ମୁଖ୍ୟ ଚର୍ଚ୍ଚ: ୩୫, ପାଙ୍ଗୋଷ୍ଟେସନ-ଆରୋ (୫୨୬, ବାଣ୍ଡଙ୍ଗ୍-ଡ଼ଙ୍ଗ), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ⓒ ଚର୍ଚ୍ଚ ଅଫ୍ ଗଡ୍ ବିଶ୍ୱ ମିଶନ ସଂସ୍ଥା । ସର୍ବାଧିକାର ସୁରକ୍ଷିତ । ବ୍ୟକ୍ତିଗତ ବାର୍ତ୍ତାର ଉପଯୋଗ କରିବାର ନୀତି